ଆଜି ମଧ୍ୟରାତ୍ରରୁ ପେଟ୍ରୋଲ ପମ୍ପ ଏବଂ ବିମାନ ବନ୍ଦରରେ ଅଚଳ ହେବ ପୁରୁଣା ୫୦୦ଟଙ୍କିଆ ନୋଟ୍

ଭୁବନେଶ୍ୱର: ଆଜି ମଧ୍ୟରାତ୍ରରୁ ପେଟ୍ରୋଲ ପମ୍ପ ଏବଂ ବିମାନ ବନ୍ଦରରେ  ଅଚଳ ହେବ ପୁରୁଣା ୫୦୦ ଟଙ୍କିଆ ନୋଟ୍। ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍‌ ଆଉଟ୍‌ଲେଟରେ ଆଉ ପୁରୁଣା ୫୦୦ ଟଙ୍କିଆ ନୋଟ୍‌ ଚଳିବ ନାହିଁ। ଏୟାରପୋର୍ଟରେ ଟିକେଟ୍‌ ପାଇଁ ମଧ୍ୟ ପୁରୁଣା ୫୦୦ ଟଙ୍କିଆ ନୋଟ୍‌ ବ୍ୟବହାର ବନ୍ଦ ହେବ। ଉଭୟ ପେଟ୍ରୋଲ ପମ୍ପ ଏବଂ ବିମାନବନ୍ଦରରେ ଡିଜିଟାଲ ପେମେଣ୍ଟ ଓ କ୍ୟାସ୍‌ଲେସ୍‌ ଟ୍ରାଂଜାକ୍‌ସନ୍‌ ସୁବିଧା ବୃଦ୍ଧି ପାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏଲ୍‌ପିଜି ଗ୍ୟାସ୍‌ […]

500

Rakesh Mallick
  • Published: Friday, 02 December 2016
  • , Updated: 02 December 2016, 09:45 AM IST

ଭୁବନେଶ୍ୱର: ଆଜି ମଧ୍ୟରାତ୍ରରୁ ପେଟ୍ରୋଲ ପମ୍ପ ଏବଂ ବିମାନ ବନ୍ଦରରେ  ଅଚଳ ହେବ ପୁରୁଣା ୫୦୦ ଟଙ୍କିଆ ନୋଟ୍। ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍‌ ଆଉଟ୍‌ଲେଟରେ ଆଉ ପୁରୁଣା ୫୦୦ ଟଙ୍କିଆ ନୋଟ୍‌ ଚଳିବ ନାହିଁ। ଏୟାରପୋର୍ଟରେ ଟିକେଟ୍‌ ପାଇଁ ମଧ୍ୟ ପୁରୁଣା ୫୦୦ ଟଙ୍କିଆ ନୋଟ୍‌ ବ୍ୟବହାର ବନ୍ଦ ହେବ। ଉଭୟ ପେଟ୍ରୋଲ ପମ୍ପ ଏବଂ ବିମାନବନ୍ଦରରେ ଡିଜିଟାଲ ପେମେଣ୍ଟ ଓ କ୍ୟାସ୍‌ଲେସ୍‌ ଟ୍ରାଂଜାକ୍‌ସନ୍‌ ସୁବିଧା ବୃଦ୍ଧି ପାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏଲ୍‌ପିଜି ଗ୍ୟାସ୍‌ ଆଉଟଲେଟ୍‌, ପାଣି ଓ ବିଦ୍ୟୁତ ବିଲ୍‌ ପୈଠ ଆଦି ପାଇଁ ପୂର୍ବ ଭଳି ପୁରୁଣା ୫୦୦ ଟଙ୍କିଆ ନୋଟ୍‌ କାରବାର ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

Related story