ପିଆଜ ଆମଦାନୀ କରିବେ ସରକାର

ନୂଆଦିଲ୍ଲୀ: ପିଆଜ ଆମଦାନୀ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଦେଶରେ ପିଆଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତଥା ଏହାର ଦର ବୃଦ୍ଧି ରୋକିବାକୁ ସରକାର ଏଭଳି ଯୋଜନା କରୁଛନ୍ତି। ଗତବର୍ଷକ ମଧ୍ୟରେ ଦେଶର ମଟ୍ରୋ ଗୁଡ଼ିକରେ ପିଆଜ ଦର ୪୦% ବଢ଼ିଯାଇଛି। ଦିଲ୍ଲୀରେ ସବୁଠୁ ଅଧିକ ବଢ଼ିଛି। ବର୍ଷକ ତଳେ ଏଠାରେ ପିଆଜ ଦର କିଲୋ ପ୍ରତି ୨୪ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ଏହା ୩୪ ଟଙ୍କାରେ ପହଞ୍ଚି ସାରିଛି। ମିଳିଥିବା ସୂଚନା ଅନୁଯାୟୀ […]

onion

onion

Rakesh Mallick
  • Published: Sunday, 28 June 2015
  • Updated: 28 June 2015, 08:32 AM IST

Sports

Latest News

ନୂଆଦିଲ୍ଲୀ: ପିଆଜ ଆମଦାନୀ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଦେଶରେ ପିଆଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତଥା ଏହାର ଦର ବୃଦ୍ଧି ରୋକିବାକୁ ସରକାର ଏଭଳି ଯୋଜନା କରୁଛନ୍ତି। ଗତବର୍ଷକ ମଧ୍ୟରେ ଦେଶର ମଟ୍ରୋ ଗୁଡ଼ିକରେ ପିଆଜ ଦର ୪୦% ବଢ଼ିଯାଇଛି। ଦିଲ୍ଲୀରେ ସବୁଠୁ ଅଧିକ ବଢ଼ିଛି। ବର୍ଷକ ତଳେ ଏଠାରେ ପିଆଜ ଦର କିଲୋ ପ୍ରତି ୨୪ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ଏହା ୩୪ ଟଙ୍କାରେ ପହଞ୍ଚି ସାରିଛି।

ମିଳିଥିବା ସୂଚନା ଅନୁଯାୟୀ ପିଆଜ ରପ୍ତାନୀ କରିବା ନେଇ ଗତ ସପ୍ତାହରେ ବସିଥିବା କମିଟି ଅଫ୍ ସେକ୍ରେଟେରୀଜରେ ଆଲୋଚନା ହୋଇଥିଲା। ପିଆଜ ରପ୍ତାନୀ କରିବା ପାଇଁ ଏହି କମିଟି ବାଣିଜ୍ୟ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛି। ଏହା ଦ୍ୱାରା ବଜାରରେ ଚାହିଦା ଅନୁଯାୟୀ ପିଆଜ ଉପଲବ୍ଧ ହୋଇପାରିବ ଓ ଏହାର ଦାମ ଅହେତୁକ ଭାବେ ବଢ଼ିବ ନାହିଁ।

ସେହିପରି ଗତ ସପ୍ତାହରୁ ସରକାର ପିଆଜ ରପ୍ତାନୀକୁ ରୋକିବାକୁ ପଦକ୍ଷେପ ଗ୍ରହଣ କରିସାରିଛନ୍ତି। ରପ୍ତାନୀ କରାଯାଉଥିବା ପିଆଜର ଦର ବଢ଼ାଇ ଦେଇଛନ୍ତି। ରପ୍ତାନୀ କରାଯାଉଥିବା ପିଆଜର ଟନ୍ ପିଛା ଦରକୁ ୪୨୫ ଆମରିକୀୟ ଡଲାରକୁ ବୃଦ୍ଧି କରି ଦେଇଛନ୍ତି। ପୂର୍ବରୁ ଏହା ଟନ୍ ପ୍ରତି ୨୫୦ ଆମେରିକୀୟ ଡଲାର ରହିଥିଲା। ଖାସ୍ କରି ପିଆଜ ରପ୍ତାନୀକୁ ରୋକିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ସରକାର।

ବଜାରରେ ପିଆଜ ଦରକୁ କମ୍ କରିବା ପାଇଁ ଗତବର୍ଷ ମଧ୍ୟ ପିଆଜ ଆମଦାନୀ କରିଥିଲେ। ତେବେ ଏହାର ପରିମାଣ ଖୁବ୍ କମ୍ ରହିଥିଲା।

୨୦୧୪-୧୫ ଫସଲ ବର୍ଷରେ (ଜୁଲାଇରୁ ଜୁନ୍) ଦେଶରେ ପିଆଜ ଉତ୍ପାଦନରେ ୧୮୯.୨୩ ଲକ୍ଷ ଟନ୍ ହ୍ରାସ ପରିଲିକ୍ଷିତ ହୋଇଥିଲା। ସେହିପରି ତା’ପୂର୍ବ ବର୍ଷ ପିଆଜ ଉତ୍ପାଦନ ୧୯୪ ଲକ୍ଷ ଟନ୍ କମ୍ ରହିଥିଲା। ସରକାରୀ ସୂତ୍ରରୁ ଏହି ତଥ୍ୟ ମିଳିଛି।

ପିଆଜ ଉତ୍ପାଦନ କମିବା ସହିତ ଏହାର ରପ୍ତାନୀରେ ବି ହ୍ରାସ ଘଟିଛି। ୨୦୧୪-୧୫ରେ ଦେଶର ପିଆଜ ରପ୍ତାନୀ ହାର ୧୦.୮୬ ଲକ୍ଷ ଟନ୍ କମ୍ ରହିଥିଲା। ତା’ପୂର୍ବ ବର୍ଷ ମଧ୍ୟ ୧୩.୫୮ ଲକ୍ଷ ଟନ୍ ପିଆଜ୍ କମ୍ ରପ୍ତାନୀ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story