ବଜାରରେ ଟୟୋଟାର ପ୍ଲାଟିନମ୍ ଇଟିୟସ

କଟକ: ପ୍ରମୁଖ କାର ନିର୍ମାଣ କମ୍ପାନୀ ଟୟୋଟା ପକ୍ଷରୁ ନୂତନ ମଡେଲ୍ ପ୍ଲାଟିନମ୍ ଇଟିୟସ ବଜାରକୁ ଆସିଛି। କଟକ ତେଲେଙ୍ଗାପେଣ୍ଠଠାରେ ଥିବା ଟୟୋଟା ସୋରୁମରେ ଏହି ନୂତନ ମଡେଲ୍‌କୁ ଲଞ୍ଚ୍‌ କରାଯାଇଛି। ଏହି ନୂତନ ପେଟ୍ରୋଲ ମଡେଲର ଗାଡ଼ିର ଏକ୍ସ ସୋରୁମ ପ୍ରାଇସ୍ ୭ ଲକ୍ଷ ଟଙ୍କ। ରହିଥିବା ବେଳେ ଡିଜେଲ ମଡେଲ୍‌ର ପ୍ରାଇସ୍ ୮ଲକ୍ଷ ୩୧ ହଜାର ଟଙ୍କା ରହିଛି। ସେହିପରି ଇଟିୟସ ଲିଭା ପେଟ୍ରୋଲ୍‌ ମଡେଲର ପ୍ରାଇସ ୫ଲକ୍ଷ ୬୦ ହଜାର ଟଙ୍କା ଓ […]

toyota

Rakesh Mallick
  • Published: Friday, 21 October 2016
  • , Updated: 21 October 2016, 07:30 PM IST

କଟକ: ପ୍ରମୁଖ କାର ନିର୍ମାଣ କମ୍ପାନୀ ଟୟୋଟା ପକ୍ଷରୁ ନୂତନ ମଡେଲ୍ ପ୍ଲାଟିନମ୍ ଇଟିୟସ ବଜାରକୁ ଆସିଛି। କଟକ ତେଲେଙ୍ଗାପେଣ୍ଠଠାରେ ଥିବା ଟୟୋଟା ସୋରୁମରେ ଏହି ନୂତନ ମଡେଲ୍‌କୁ ଲଞ୍ଚ୍‌ କରାଯାଇଛି। ଏହି ନୂତନ ପେଟ୍ରୋଲ ମଡେଲର ଗାଡ଼ିର ଏକ୍ସ ସୋରୁମ ପ୍ରାଇସ୍ ୭ ଲକ୍ଷ ଟଙ୍କ। ରହିଥିବା ବେଳେ ଡିଜେଲ ମଡେଲ୍‌ର ପ୍ରାଇସ୍ ୮ଲକ୍ଷ ୩୧ ହଜାର ଟଙ୍କା ରହିଛି। ସେହିପରି ଇଟିୟସ ଲିଭା ପେଟ୍ରୋଲ୍‌ ମଡେଲର ପ୍ରାଇସ ୫ଲକ୍ଷ ୬୦ ହଜାର ଟଙ୍କା ଓ ଡିଜେଲ ମଡେଲର ପ୍ରାଇସ୍ ୬ ଲକ୍ଷ ୯୬ହଜାର ଟଙ୍କା ରହିଛି। ସେହିପରି ଗ୍ରାହକଙ୍କ ରୁଚିକୁ ଦେଖି ଏହାର ପ୍ରାଇସ ରହିଛି।

କମ୍ପାନୀର ନିର୍ଦେଶକ ଏନ ରାଜା ଓ ଡିପି ଗ୍ରୁପର ମୁଖ୍ୟ ସୁନିଲ ତନେଜା ମିଳିତ ଭାବେ ଏହି ମଡେଲକୁ ଲଞ୍ଚ କରିଥିଲେ।

Related story