ଭାରତୀୟ ବଜାରରେ ପ୍ରବେଶ କଲା QiKU F4 ସ୍ମାର୍ଟ ଫୋନ୍‌

ନୂଆଦିଲ୍ଲୀ: ଭାରତୀୟ ବଜାରରେ ସୋମବାର ଚାଇନିଜ୍‌ କମ୍ପାନୀର ସ୍ମାର୍ଟ ଫୋନ୍ QiKU F4 ପ୍ରବେଶ କରିଛି ।  ଏହି ସ୍ମାର୍ଟଫୋନ୍‌ ଦୁଇଟି ଭାଇରାଣ୍ଟରେ ବଜାରକୁ ଆସିଛି। ପ୍ରଥମଟିରେ 2GB RAM ଓ 16GB ଷ୍ଟୋରେଜ୍‌ ରହିଥିବା ବେଳେ ଦ୍ୱିତୀୟଟିରେ 3GB RAM ଓ 32 GB ଷ୍ଟୋରେଜ୍‌ ରହିଛି।  ପ୍ରଥମ ସ୍ମାର୍ଟ ଫୋନ୍‌ର ବଜାର ଦର ୬୦୦୦ଟଙ୍କା ଓ ଦ୍ୱିତୀୟଟିର ୮,୦୦୦ ଟଙ୍କା। ସ୍ମାର୍ଟଫୋନ୍‌ରେ 5 inch ର ଡିସପ୍ଲେ, 1.3GHz ପ୍ରୋସେସର, 13 MP Rear […]

qiku_f4

Rakesh Mallick
  • Published: Monday, 21 March 2016
  • , Updated: 21 March 2016, 06:07 PM IST

ନୂଆଦିଲ୍ଲୀ: ଭାରତୀୟ ବଜାରରେ ସୋମବାର ଚାଇନିଜ୍‌ କମ୍ପାନୀର ସ୍ମାର୍ଟ ଫୋନ୍ QiKU F4 ପ୍ରବେଶ କରିଛି ।  ଏହି ସ୍ମାର୍ଟଫୋନ୍‌ ଦୁଇଟି ଭାଇରାଣ୍ଟରେ ବଜାରକୁ ଆସିଛି। ପ୍ରଥମଟିରେ 2GB RAM ଓ 16GB ଷ୍ଟୋରେଜ୍‌ ରହିଥିବା ବେଳେ ଦ୍ୱିତୀୟଟିରେ 3GB RAM ଓ 32 GB ଷ୍ଟୋରେଜ୍‌ ରହିଛି।  ପ୍ରଥମ ସ୍ମାର୍ଟ ଫୋନ୍‌ର ବଜାର ଦର ୬୦୦୦ଟଙ୍କା ଓ ଦ୍ୱିତୀୟଟିର ୮,୦୦୦ ଟଙ୍କା।

ସ୍ମାର୍ଟଫୋନ୍‌ରେ 5 inch ର ଡିସପ୍ଲେ, 1.3GHz ପ୍ରୋସେସର, 13 MP Rear କ୍ୟାମେରା, 5MP Front କ୍ୟାମେରା ଓ 2500mAh ବ୍ୟାଟେରୀ ସୁବିଧା ରହିଛି। ଏହାସହ ଉଭୟ ଭାଇରାଣ୍ଟରେ 4G ସପୋର୍ଟ କରିବ। ଏଥିରେ ଅନ୍ୟ ସ୍ମାର୍ଟ ଫୋନ୍‌ ପରି ଅତ୍ୟାଧୁନିକ ସୁବିଧା ରହିଛି।

Related story