ରେଳବାଇରେ ସରକାର ନିବେଶ କରିବେ ୮.୫ ଲକ୍ଷ କୋଟି

ନୂଆଦିଲ୍ଲୀ: ସରକାର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ସବୁ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ଉପରେ ସମାନ ଭାବେ ଧ୍ୟାନ ଦିଆଯାଉଛି। ଭାରତୀୟ ରେଳ ହେଉଛି ଦେଶର ବିକାଶର ମେରୁଦଣ୍ଡ। ସେଥିପାଇଁ ଏହି କ୍ଷେତ୍ରରେ ମଧ୍ୟ ଭିତ୍ତିଭୂମିର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି ସରକାର। ରେଳବାଇର ଭିତ୍ତିଭୂମିକୁ ଆହୁରି ଉନ୍ନତ କରିବା ପାଇଁ ସରକାର ଏଥିରେ ୮.୫ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଗୁରୁବାର ଏ କଥା କହିଛନ୍ତି କେନ୍ଦ୍ର […]

prabhata-shinna

prabhata-shinna

Rakesh Mallick
  • Published: Thursday, 03 September 2015
  • Updated: 03 September 2015, 11:31 AM IST

Sports

Latest News

ନୂଆଦିଲ୍ଲୀ: ସରକାର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ସବୁ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ଉପରେ ସମାନ ଭାବେ ଧ୍ୟାନ ଦିଆଯାଉଛି। ଭାରତୀୟ ରେଳ ହେଉଛି ଦେଶର ବିକାଶର ମେରୁଦଣ୍ଡ। ସେଥିପାଇଁ ଏହି କ୍ଷେତ୍ରରେ ମଧ୍ୟ ଭିତ୍ତିଭୂମିର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି ସରକାର। ରେଳବାଇର ଭିତ୍ତିଭୂମିକୁ ଆହୁରି ଉନ୍ନତ କରିବା ପାଇଁ ସରକାର ଏଥିରେ ୮.୫ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଗୁରୁବାର ଏ କଥା କହିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା। ଅଟୋମେଟିଭ କଂପୋନେଟ ମାନ୍ୟୁଫେକ୍‌ଚରର୍ସ ଆସୋସିଏସସନ (ଏସିଏମଏ)ର ବାର୍ଷିକ ସମ୍ମିଳନୀରେ ସେ ଏହି କଥା କହିଛନ୍ତି।

ଶ୍ରୀ ସିହ୍ନା ଏଠାରେ ଆହୁରି ମଧ୍ୟ କହିଥିଲେ ଯେ, ଜିଏସଟି ବିଲକୁ ସହଯୋଗରେ କରିବାକୁ ଆଗେଇ ଆସିବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story