ରାଜ୍ୟରେ ପ୍ରତିଷ୍ଠା ହେବ ୯ଟି ୱାଟର ଟେଷ୍ଟ ଲ୍ୟାବ

ଭୁବନେଶ୍ୱର: ରାଜ୍ୟରେ ୯ଟି ୱାଟର ଟେଷ୍ଟ ଲ୍ୟାବ ପ୍ରତିଷ୍ଠା ହେବ। ଏନେଇ ରାଜ୍ୟ ସରକାର ଓ ସ୍ପେଟ୍ରୋ ଏନାଲିଟିକାଲ ଲ୍ୟାବ ମଧ୍ୟରେ ଆଜି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଲ୍ୟାବ ଗୁଡ଼ିକ ପିପିପି ମୋଡରେ ପ୍ରତିଷ୍ଠା ହେବ। ଏହାସହ ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ଲ୍ୟାବ ମଧ୍ୟ ପ୍ରତିଷ୍ଠା କରାଯିବ। ଏସବୁ ଲ୍ୟାବ ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର ବାରିପଦା, ସମ୍ବଲପୁର, ପୁରୀ ଏବଂ ରାଉରକେଲାରେ ପ୍ରତିଷ୍ଠା କରାଯିବ। ରାଜ୍ୟ ସଚିବାଳୟରେ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ […]

bhu

Rakesh Mallick
  • Published: Monday, 26 December 2016
  • , Updated: 26 December 2016, 07:19 PM IST

ଭୁବନେଶ୍ୱର: ରାଜ୍ୟରେ ୯ଟି ୱାଟର ଟେଷ୍ଟ ଲ୍ୟାବ ପ୍ରତିଷ୍ଠା ହେବ। ଏନେଇ ରାଜ୍ୟ ସରକାର ଓ ସ୍ପେଟ୍ରୋ ଏନାଲିଟିକାଲ ଲ୍ୟାବ ମଧ୍ୟରେ ଆଜି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଲ୍ୟାବ ଗୁଡ଼ିକ ପିପିପି ମୋଡରେ ପ୍ରତିଷ୍ଠା ହେବ। ଏହାସହ ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ଲ୍ୟାବ ମଧ୍ୟ ପ୍ରତିଷ୍ଠା କରାଯିବ। ଏସବୁ ଲ୍ୟାବ ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର ବାରିପଦା, ସମ୍ବଲପୁର, ପୁରୀ ଏବଂ ରାଉରକେଲାରେ ପ୍ରତିଷ୍ଠା କରାଯିବ।

ରାଜ୍ୟ ସଚିବାଳୟରେ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଉପସ୍ଥିତରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି।

Related story