ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ: ମୁଣ୍ଡପିଛା ବାର୍ଷିକ ଆୟ ୬୧,୬୭୮ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ବିଧାନସଭାରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ। ରିପୋର୍ଟ ଅନୁସାରେ ୨୦୧୬-୧୭ ଆର୍ଥିକ ବର୍ଷରେ ରାଜ୍ୟର ଜିଡିପି ଅଭିବୃଦ୍ଧି ୭.୯୪ ପ୍ରତିଶତ ରହିଛି। ଯାହା ଜାତୀୟ ସ୍ତରଠାରୁ ୦.୮ ପ୍ରତିଶତ ଅଧିକ। ସେହିପରି ରାଜ୍ୟରେ ମୁଣ୍ଡପିଛା ଆୟ ବାର୍ଷିକ ୬୧,୬୭୮ ଟଙ୍କାରେ ପହଞ୍ଚିଛି। ପୂର୍ବ ବର୍ଷ ତୁଳନାରେ ଏହା ୪୦୦୦ ଟଙ୍କାରୁ ଅଧକ ରହିଛି। ଏହି ସମୟରେ ରାଜ୍ୟରେ ବେକାରୀ କମିଥିବା ରିପୋର୍ଟରେ ଦର୍ଶା ଯାଇଛି। ମାଇନିଂ, ମାନୁଫାକ୍ଚରିଂ ସେକ୍ଟର […]

pradeepamata

pradeepamata

Rakesh Mallick
  • Published: Saturday, 25 February 2017
  • Updated: 25 February 2017, 07:24 PM IST

Sports

Latest News

ଭୁବନେଶ୍ୱର: ବିଧାନସଭାରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ। ରିପୋର୍ଟ ଅନୁସାରେ ୨୦୧୬-୧୭ ଆର୍ଥିକ ବର୍ଷରେ ରାଜ୍ୟର ଜିଡିପି ଅଭିବୃଦ୍ଧି ୭.୯୪ ପ୍ରତିଶତ ରହିଛି। ଯାହା ଜାତୀୟ ସ୍ତରଠାରୁ ୦.୮ ପ୍ରତିଶତ ଅଧିକ।

ସେହିପରି ରାଜ୍ୟରେ ମୁଣ୍ଡପିଛା ଆୟ ବାର୍ଷିକ ୬୧,୬୭୮ ଟଙ୍କାରେ ପହଞ୍ଚିଛି। ପୂର୍ବ ବର୍ଷ ତୁଳନାରେ ଏହା ୪୦୦୦ ଟଙ୍କାରୁ ଅଧକ ରହିଛି। ଏହି ସମୟରେ ରାଜ୍ୟରେ ବେକାରୀ କମିଥିବା ରିପୋର୍ଟରେ ଦର୍ଶା ଯାଇଛି।

ମାଇନିଂ, ମାନୁଫାକ୍ଚରିଂ ସେକ୍ଟର ୨୦୧୬-୧୭ ବର୍ଷରେ ୪.୫୨ ପ୍ରତିଶତ ବଢିବ ବୋଲି ଆକଳନ କରାଯାଇଛି। ୨୦୧୫ ସୁଦ୍ଧା ଦେଶର ମୋଟ ଆଲୁମିନିୟମ ଉତ୍ପାଦନର ୫୭ ପ୍ରତିଶତ ଓଡ଼ିଶାରୁ କରାଯାଇଛି।

ରିପୋର୍ଟରେ କୁହାଯାଇଛି ସର୍ଭିସ ସେକ୍ଟର ରାଜ୍ୟ ଅର୍ଥନୀତିର ଏକ ପ୍ରମୁଖ କ୍ଷେତ୍ର ଭାବେ ଉଭା ହୋଇଛି। ୨୦୧୨-୧୩ ଆର୍ଥିକ ବର୍ଷରେ ସର୍ଭିସ ସେକ୍ଟର ଜିଡିପି ୬.୯୪ ପ୍ରତିଶତ ରହିଥିବା ବେଳେ ଏବେ ଏହା ବଢି ୮.୦୮ରେ ପହଞ୍ଚିଛି। ରାଜ୍ୟରେ ୨୦୦୪-୦୫ରୁ ୨୦୧୧-୧୨ ଭିତରେ ଦାରିଦ୍ର୍ୟ ହାର ୨୪.୬ ପ୍ରତିଶତ କମିଛି।

ଶିକ୍ଷା କ୍ଷେତ୍ରରେ ରାଜ୍ୟ ଭଲ ପ୍ରଦର୍ଶନ କରିଥିବା ରିପୋର୍ଟରେ କୁହାଯାଇଛି। ଜାତୀୟ ହାର ସହ ଓଡ଼ିଶାର ସାକ୍ଷରତା ହାର ସମାନ ଦର୍ଶାଯାଇଛି। ରିପୋର୍ଟ ଅନୁସାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ପିଲାଙ୍କ ସଂଖ୍ୟା ବଢିଛି। ମହିଳା ସାକ୍ଷରତା ହାର, ଜାତୀୟ ହାରଠାରୁ କମ ରହିଥିବା ବେଳେ ସଂଗଠିତ କ୍ଷେତ୍ରରେ ମହିଳାଙ୍କ ନିଯୁକ୍ତି ହାର ବଢିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story