ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ରାୟଗଡ଼ା ମର୍ଡନ ରାଇସ୍ ମିଲ୍ ଓ ଡେରାଶ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଶିଳ୍ପ

ଭୁବନେଶ୍ୱର: ରାୟଗଡ଼ାଠାରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ମଡର୍ନ ରାଇସ୍ ମିଲ୍ ସେହିପରି ବର୍ଷକ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଡେରାଶ ଠାରେ ଚିଙ୍ଗୁଡି ପ୍ରକ୍ରିୟା କରଣ ଶିଳ୍ପ। ରାଜ୍ୟରେ ଦୁଇଟି ମେଗା ଫୁଡ ପାର୍କର ଅଗ୍ରଗତି ନେଇ ବସିଥିବା ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି। ଏହି ଦୁଇ ମେଗାଫୁଡ୍ ପାର୍କ ପାଇଁ ୫୦ କୋଟି ଲେଖାଁଏ କେନ୍ଦ୍ର ସରକାର ପ୍ରଦାନ କରିବେ। ସେହିପରି ନାବାର୍ଡ ସହାୟତାରେ ଋଣ […]

foodprocessingpark

foodprocessingpark

Rakesh Mallick
  • Published: Saturday, 26 September 2015
  • Updated: 26 September 2015, 04:57 PM IST

Sports

Latest News

[caption id="attachment_35637" align="alignleft" width="232"]foodprocessingpark ବୈଠକରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ସଚିବ ରଙ୍ଗଲାଲା ଜାମୁଡା, ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ[/caption]

ଭୁବନେଶ୍ୱର: ରାୟଗଡ଼ାଠାରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ମଡର୍ନ ରାଇସ୍ ମିଲ୍ ସେହିପରି ବର୍ଷକ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଡେରାଶ ଠାରେ ଚିଙ୍ଗୁଡି ପ୍ରକ୍ରିୟା କରଣ ଶିଳ୍ପ। ରାଜ୍ୟରେ ଦୁଇଟି ମେଗା ଫୁଡ ପାର୍କର ଅଗ୍ରଗତି ନେଇ ବସିଥିବା ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି। ଏହି ଦୁଇ ମେଗାଫୁଡ୍ ପାର୍କ ପାଇଁ ୫୦ କୋଟି ଲେଖାଁଏ କେନ୍ଦ୍ର ସରକାର ପ୍ରଦାନ କରିବେ। ସେହିପରି ନାବାର୍ଡ ସହାୟତାରେ ଋଣ ମିଳିବାର ମଧ୍ୟ ବ୍ୟବସ୍ଥା କରାଯିବ। ଏହାସହ ଏହି ଦୁଇ ମେଗା ଫୁଡ୍ ପାର୍କ କାର୍ଯ୍ୟକାରୀ କ୍ଷେତ୍ରରେ ସହାୟକ ପାଇଁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ସହାୟତା ମଧ୍ୟ ନିଆଯିବ। ସେହିପରି ରାଜ୍ୟରେ ଆଉ ୯ଟି ମେଗା ଫୁଡ୍ ପାର୍କ ପ୍ରତିଷ୍ଟା ନେଇ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ସଚିବ ରଙ୍ଗଲାଲା ଜାମୁଡା, ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story