ଟଙ୍କା ଉଠାଣ କଟକଣା କୋହଳ କଲେ ଆର୍‌ବିଆଇ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆରବିଆଇ) ଟଙ୍କା ଉଠାଣ କଟକଣାକୁ କୋହଳ କରିଛନ୍ତି। ଆସନ୍ତା ୨୦ ତାରିଖରୁ ଗ୍ରହକମାନେ ସେମାନଙ୍କ ସଞ୍ଚୟ ଖାତାରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ। ମାର୍ଚ୍ଚ ୧୩ ତାରିଖରୁ ଟଙ୍କା ଉଠାଣ ନେଇ ଥିବା ସବୁ ପ୍ରକାର କଟକଣା ଉଠିଯିବ ବୋଲି ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସପ୍ତାହକୁ ସଞ୍ଚୟ ଖାତାରୁ ୨୪,୦୦୦ ପର୍ଯ୍ୟନ୍ତ ଟଙ୍କା ଉଠାଇ ହେଉଛି। ଏହି ଘୋଷଣା ପରେ ଗ୍ରହକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

rbi

Rakesh Mallick
  • Published: Wednesday, 08 February 2017
  • , Updated: 08 February 2017, 07:11 PM IST

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆରବିଆଇ) ଟଙ୍କା ଉଠାଣ କଟକଣାକୁ କୋହଳ କରିଛନ୍ତି। ଆସନ୍ତା ୨୦ ତାରିଖରୁ ଗ୍ରହକମାନେ ସେମାନଙ୍କ ସଞ୍ଚୟ ଖାତାରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ। ମାର୍ଚ୍ଚ ୧୩ ତାରିଖରୁ ଟଙ୍କା ଉଠାଣ ନେଇ ଥିବା ସବୁ ପ୍ରକାର କଟକଣା ଉଠିଯିବ ବୋଲି ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସପ୍ତାହକୁ ସଞ୍ଚୟ ଖାତାରୁ ୨୪,୦୦୦ ପର୍ଯ୍ୟନ୍ତ ଟଙ୍କା ଉଠାଇ ହେଉଛି।

ଏହି ଘୋଷଣା ପରେ ଗ୍ରହକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

Related story