ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): Realme ଗତ ମାସରେ ଲେଟେଷ୍ଟ ସ୍ମାର୍ଟଫୋନ୍ U1 ଲଞ୍ଚ କରିଛି। ଆମାଜୋନ୍ରେ ଏହି ଫୋନ୍ର ସେଲ୍ ଲାଗିଛି। ଏଥିରେ ୩GB ଏବଂ ୪GB ରାମ୍ ଥିବା ଦୁଇଟି ଭେରିଏଣ୍ଟ ରହିଛି। ୧୭ଡିସେମ୍ବରରୁ ୩GB ରାମ୍ ବେରିଏଣ୍ଟ ବିଶିଷ୍ଟ ଫୋନ୍ର ବିକ୍ରି ଆରମ୍ଭ ହୋଇଛି। ୪GB ରାମ୍ ବେରିଏଣ୍ଟ ଫୋନ୍ର ବିକ୍ରି ୧୯ ଡିସେମ୍ବରରୁ ହେବ।
୩GB ରାମ୍ ଥିବା ଫୋନ୍ର ଦାମ୍ ୧୧,୯୯୯ଟଙ୍କା ଥିବା ବେଳେ ୪GB ରାମ୍ ଥିବା ଫୋନ୍ର ମୂଲ୍ୟ ୧୪,୪୯୯ଟଙ୍କା ରହିଛି। ଏଥିସହ ଏସ୍ବିଆଇ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଏହି ଫୋନ୍ରେ ୫ପ୍ରତିଶତ କ୍ୟାସ୍ବ୍ୟାକ୍ର ସୁବିଧା ରହିଛି।
ସ୍ପେଶିଫିକେସନ୍
ଫେନ୍ରେ ଡୁଆଲ୍ ସିମ୍ ରହିଛି। ୬.୩ର ଏଚ୍ଡି ଡିସ୍ପ୍ଲେ ରହିଛି। ପ୍ରଣ୍ଟ କ୍ୟାମେରା ୧୩ମେଗା ପିକ୍ସେଲ୍ ରହିଥିବା ବେଳେ ବ୍ୟାକ୍ କ୍ୟାମେରା ୨୫ମେଗାପିକ୍ସଲ୍ରେ ଉପଲବ୍ଧ। ଏଥିସହ ଫୋନ୍ରେ ୩୨GB ଏବଂ ୬୪GB ଦୁଇଟି ମେମୋରି ଷ୍ଟୋରେଜ୍ର ବିକଳ୍ପ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ; ୧୦ ବର୍ଷରେ ୧୨ ଲକ୍ଷ କୋଟି ଛାଡ଼
ବ୍ୟାଙ୍କ ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ ଓ ଜୟପ୍ରକାଶଙ୍କ ପରି ପ୍ରତିଷ୍ଠିତ ବିଜନେସମ୍ୟାନ୍। ଫଳରେ ଋଣ ଛାଡ଼ ପାଇଁ ବାଧ୍ୟ ହେଉଛନ୍ତି ସରକାରୀ ଓ ଘରୋଇ ବ୍ୟାଙ୍କ। ଗତ ୧୦ ବର୍ଷ ମଧ୍ୟରେ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କଗୁଡ଼ିକ ୧୨ ଲକ୍ଷ କୋଟି ଛାଡ଼ କରିଛନ୍ତି।
Business
ଖୁବଶୀଘ୍ର ଏଟିଏମରୁ ଉଠିପାରିବ ପିଏଫ୍ ଟଙ୍କା!
ଖୁବଶୀଘ୍ର ହିତାଧିକାରୀ ସିଧାସଳଖ ଏଟିଏମ୍ ମାଧ୍ୟମରେ ସେମାନଙ୍କ କ୍ଲେମ ରାଶି ସହଜରେ ପାଇପାରିବେ। କର୍ମଚାରୀମାନଙ୍କ ସହଜ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ପ୍ରକ୍ରିୟାକୁ ସରଳ କରୁଛୁ କହିଲେ ଶ୍ରମ ସଚିବ।
Business
ଆସ୍କା-40ର ଦର ବଢ଼ାଇବାକୁ ଆସିକା ବିଧାୟକଙ୍କ ଦାବି
୫ ବର୍ଷ ହେଲା ‘Aska-40’ ଦର ବୃଦ୍ଧି ପାଇନାହିଁ ବୋଲି କହିଛନ୍ତି ଆସିକା ବିଧାୟକ।
Business
ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା RBI ଗଭର୍ଣ୍ଣର
ଆରବିଆଇ ଗଭର୍ଣ୍ଣର ଭାବେ ଏବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଛନ୍ତି। ତାଙ୍କ ସ୍ଥାନରେ ଆସନ୍ତା ୩ ବର୍ଷ ପାଇଁ ସଞ୍ଜୟ ଆରବିଆଇ ଗଭର୍ଣ୍ଣର ଭାବେ କାମ କରିବେ।
Guest Column
ଗୋପାଳପୁର-ଜୟପୁର କରିଡର ନେଇ ଚିନ୍ତା
ସଡ଼କ ପଥରେ ଗୋପାଳପୁର ବନ୍ଦରରୁ ଗଜପତି, ରାୟଗଡ଼ା ଦେଇ କୋରାପୁଟ ଜିଲ୍ଲାର ଜୟପୁର ପର୍ଯ୍ୟନ୍ତ ଅର୍ଥନୈତିକ କରିଡର୍ ଆବଶ୍ୟକତା ଥିଲେ ମଧ୍ୟ ଏହା ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନୀ ଦ୍ୱାରା ଯେଉଁ ଭାବରେ କରାଯାଉଛି ସେଥିରେ ଏହି ସବୁ ଅଞ୍ଚଳଗୁଡ଼ିକରେ ରହୁଥିବା ନିରୀହ ଜନସାଧାରଣ ଓ ବିଶେଷ ଭାବରେ ଆଦିବାସୀମାନଙ୍କ ଉପରେ ଏହାର କି ପ୍ରଭାବ ପଡ଼ିବ ତାହା ପ୍ରଥମେ ଆଲୋଚିତ ହେବା ଆବଶ୍ୟକ।