‘ୱାନପ୍ଲସ’ର ଟଚ୍‌ପଏଣ୍ଟ୍ ହେବ ରିଲାଏନ୍ସ ଡିଜିଟାଲ୍‌

ବମ୍ବେ (ଓଡ଼ିଶା ରିପୋର୍ଟର) ଚାଇନାଭିତ୍ତିକ ସ୍ମାର୍ଟଫୋନ୍ ନିର୍ମାତା ୱାନପ୍ଲସ୍ ଭାରତର ଅଭିବୃଦ୍ଧିଶାଳୀ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍‌ ଚେନ୍ ରିଲାଏନ୍ସ ଡିଜିଟାଲ୍ ସହିତ ହାତ ମିଳାଇଛି। ଏହା ମାଧ୍ୟମରେ ଭାରତରେ ୱାନ୍‌ପ୍ଲସ୍‌ ମୋବାଇଲ୍ ଫୋନକୁ ରିଲାଏନ୍ସ ଡିଜିଟାଲ୍ ରିଟେଲ୍ ଟଚ୍‌ପଏଣ୍ଟ୍‌ର ସୁବିଧା ଯୋଗାଇବ। ଫଳରେ ଅଧିକ ଅଫ୍‌ଲାଇନ୍ ଷ୍ଟୋରରେ ୱାନପ୍ଲସ୍ ଉପଲବ୍ଧ ହେବ। ଏଥିପାଇଁ ରିଲାଏନ୍ସ ଡିଜିଟାଲ୍ ୱାନପ୍ଲସର ଅଫଲାଇନ୍‌ ଚ୍ୟାନେଲ୍ ପାର୍ଟନର ଭାବେ କାମ କରିବ। ଏସମ୍ପର୍କରେ ୱାନପ୍ଲସ୍ ଇଣ୍ଡିଆର ଜେନେରାଲ୍ ମ୍ୟାନେଜର ବିକାଶ ଅଗ୍ରୱାଲ କହିଛନ୍ତି, ଭାରତରେ […]

oneplus

oneplus

Subrat Kumar Nayak
  • Published: Thursday, 25 October 2018
  • Updated: 25 October 2018, 12:27 AM IST

Sports

Latest News

ବମ୍ବେ (ଓଡ଼ିଶା ରିପୋର୍ଟର) ଚାଇନାଭିତ୍ତିକ ସ୍ମାର୍ଟଫୋନ୍ ନିର୍ମାତା ୱାନପ୍ଲସ୍ ଭାରତର ଅଭିବୃଦ୍ଧିଶାଳୀ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍‌ ଚେନ୍ ରିଲାଏନ୍ସ ଡିଜିଟାଲ୍ ସହିତ ହାତ ମିଳାଇଛି। ଏହା ମାଧ୍ୟମରେ ଭାରତରେ ୱାନ୍‌ପ୍ଲସ୍‌ ମୋବାଇଲ୍ ଫୋନକୁ ରିଲାଏନ୍ସ ଡିଜିଟାଲ୍ ରିଟେଲ୍ ଟଚ୍‌ପଏଣ୍ଟ୍‌ର ସୁବିଧା ଯୋଗାଇବ। ଫଳରେ ଅଧିକ ଅଫ୍‌ଲାଇନ୍ ଷ୍ଟୋରରେ ୱାନପ୍ଲସ୍ ଉପଲବ୍ଧ ହେବ। ଏଥିପାଇଁ ରିଲାଏନ୍ସ ଡିଜିଟାଲ୍ ୱାନପ୍ଲସର ଅଫଲାଇନ୍‌ ଚ୍ୟାନେଲ୍ ପାର୍ଟନର ଭାବେ କାମ କରିବ।

ଏସମ୍ପର୍କରେ ୱାନପ୍ଲସ୍ ଇଣ୍ଡିଆର ଜେନେରାଲ୍ ମ୍ୟାନେଜର ବିକାଶ ଅଗ୍ରୱାଲ କହିଛନ୍ତି, ଭାରତରେ ସ୍ମାର୍ଟଫୋନ୍ ଚାହିଦା ବ୍ୟାପକ ହେଉଛି। ଲୋକଙ୍କ ଏହି ଚାହିଦାକୁ ପୂରଣ କରିବା ସହିତ ନିଜ ବ୍ୟବସାୟକୁ ସୁଦୃଢ଼ କରିବା ପାଇଁ ୱାନପ୍ଲସ ଲକ୍ଷ୍ୟ ରଖିଛି। ରିଲାଏନ୍ସ ଡିଜିଟାଲ୍ ସହିତ ଏହି ସହବନ୍ଧନ କମ୍ପାନୀକୁ ଆହୁରି ଆଗକୁ ନେଇ ପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story