ବମ୍ବେ (ଓଡ଼ିଶା ରିପୋର୍ଟର) ଚାଇନାଭିତ୍ତିକ ସ୍ମାର୍ଟଫୋନ୍ ନିର୍ମାତା ୱାନପ୍ଲସ୍ ଭାରତର ଅଭିବୃଦ୍ଧିଶାଳୀ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ ଚେନ୍ ରିଲାଏନ୍ସ ଡିଜିଟାଲ୍ ସହିତ ହାତ ମିଳାଇଛି। ଏହା ମାଧ୍ୟମରେ ଭାରତରେ ୱାନ୍ପ୍ଲସ୍ ମୋବାଇଲ୍ ଫୋନକୁ ରିଲାଏନ୍ସ ଡିଜିଟାଲ୍ ରିଟେଲ୍ ଟଚ୍ପଏଣ୍ଟ୍ର ସୁବିଧା ଯୋଗାଇବ। ଫଳରେ ଅଧିକ ଅଫ୍ଲାଇନ୍ ଷ୍ଟୋରରେ ୱାନପ୍ଲସ୍ ଉପଲବ୍ଧ ହେବ। ଏଥିପାଇଁ ରିଲାଏନ୍ସ ଡିଜିଟାଲ୍ ୱାନପ୍ଲସର ଅଫଲାଇନ୍ ଚ୍ୟାନେଲ୍ ପାର୍ଟନର ଭାବେ କାମ କରିବ।
ଏସମ୍ପର୍କରେ ୱାନପ୍ଲସ୍ ଇଣ୍ଡିଆର ଜେନେରାଲ୍ ମ୍ୟାନେଜର ବିକାଶ ଅଗ୍ରୱାଲ କହିଛନ୍ତି, ଭାରତରେ ସ୍ମାର୍ଟଫୋନ୍ ଚାହିଦା ବ୍ୟାପକ ହେଉଛି। ଲୋକଙ୍କ ଏହି ଚାହିଦାକୁ ପୂରଣ କରିବା ସହିତ ନିଜ ବ୍ୟବସାୟକୁ ସୁଦୃଢ଼ କରିବା ପାଇଁ ୱାନପ୍ଲସ ଲକ୍ଷ୍ୟ ରଖିଛି। ରିଲାଏନ୍ସ ଡିଜିଟାଲ୍ ସହିତ ଏହି ସହବନ୍ଧନ କମ୍ପାନୀକୁ ଆହୁରି ଆଗକୁ ନେଇ ପାରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।
Business
ସକାଳେ ଥିଲା ମିଟିଂ, ଯୋଗଦେଇ ନ ପାରିବାରୁ ୯୯ ଜଣଙ୍କୁ କାଢିଦେଲେ CEO
୧୧୦ କର୍ମଚାରୀଙ୍କ ମଧ୍ୟରୁ ୯୯ ଜଣଙ୍କୁ ଏକା ସାଙ୍ଗରେ ବାହାର କରିଛି କମ୍ପାନୀ।
Business
ପ୍ରତି ପଞ୍ଚାୟତରେ ଖୋଲିବ କ୍ଷୀର ଧାରା କେନ୍ଦ୍ର: ମନ୍ତ୍ରୀ
ନୂଆ ପ୍ରଡକ୍ଟ ନେଇ ମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ବହୁ ନୂଆ ପ୍ରଡକ୍ଟ ଆଣିବାକୁ ଯାଉଛି। ଲୋକଙ୍କ ଆବଶ୍ୟକତାକୁ ଦେଖି ଓମ୍ଫେଡ୍ର ଟେଟ୍ରାପେକ୍, ପାଣି ପାଉଚ୍, ଆଇସକ୍ରିମ୍, ଚକୋଲେଟ୍ ଆଦି ତିଆରି କରିବ।
Technology
ପାର୍ବଣରେ ହାଇ ଡିମାଣ୍ଡ, ଭାରତରେ ବିକ୍ରି ହୋଇଛି ୩.୯୩ ଲକ୍ଷ କାର୍
ଚଳିତ ବର୍ଷ ପାର୍ବଣ ଋତୁରେ ରେକର୍ଡ ସଂଖ୍ୟକ ଦୁଇ ଚକିଆ ଓ ଚାରି ଚକିଆ ଯାନ ବିକ୍ରି ହୋଇଛି।
Business
ମୋଦିଙ୍କ ଶାସନରେ କମିଛି ମଧ୍ୟବିତ୍ତଙ୍କ ମୁଣ୍ଡରୁ ଟିକସ ବୋଝ
ମୋଦି ସରକାର ଲାଗୁ କରିଥିବା ଶକ୍ତିଶାଳୀ ଟିକସ ଚୋରି ନିରୋଧ ଆଇନ ଓ କଳା ଟଙ୍କା ଆଇନ ଯୋଗୁ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କ ରିଟର୍ଣ୍ଣ ଫାଇଲ କରିବା ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।