ରିଲାଏନ୍ସ ଜିଓର ମାଗଣା ସେବା ବନ୍ଦ ହେବ

ମୁମ୍ୱାଇ: ଟେଲିକମ୍‌ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓର ମାଗଣା ସେବା ବନ୍ଦ ହେବ। ଏପ୍ରିଲ ପହିଲାରୁ ଲାଗୁ ହେବ ନୂଆ ଟାରିଫ୍‌ ପ୍ଲାନ୍‌। ରିଲାଏନ୍ସ ଇଣ୍ଡଷ୍ଟ୍ରି ଅଧ୍ୟକ୍ଷ ମୁକେଶ ଆମ୍ୱାନୀ ଆଜି ଜିଓର ନୂଆ ଟାରିଫ୍‌ ପ୍ଲାନ୍‌ ଘୋଷଣା କରିଛନ୍ତି। ନୂଆ ଟାରିଫ୍‌ ଅନୁଯାୟୀ ଏକକାଳୀନ ୯୯ ଟଙ୍କା ଦେଇ ଗ୍ରାହକ ‘ଜିଓ ପ୍ରାଇମ୍‌ ଅଫର’ ସେବା ହାସଲ କରିପାରିବେ। ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇ ବର୍ଷେ ପାଇଁ ଏହା ଉପଲବ୍ଧ ହେବ। ଏଥିପାଇଁ ଜିଓ […]

Reliance-Jio-Mobile-Phones

Reliance-Jio-Mobile-Phones

Rakesh Mallick
  • Published: Tuesday, 21 February 2017
  • Updated: 21 February 2017, 10:28 PM IST

Sports

Latest News

ମୁମ୍ୱାଇ: ଟେଲିକମ୍‌ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓର ମାଗଣା ସେବା ବନ୍ଦ ହେବ। ଏପ୍ରିଲ ପହିଲାରୁ ଲାଗୁ ହେବ ନୂଆ ଟାରିଫ୍‌ ପ୍ଲାନ୍‌। ରିଲାଏନ୍ସ ଇଣ୍ଡଷ୍ଟ୍ରି ଅଧ୍ୟକ୍ଷ ମୁକେଶ ଆମ୍ୱାନୀ ଆଜି ଜିଓର ନୂଆ ଟାରିଫ୍‌ ପ୍ଲାନ୍‌ ଘୋଷଣା କରିଛନ୍ତି।

ନୂଆ ଟାରିଫ୍‌ ଅନୁଯାୟୀ ଏକକାଳୀନ ୯୯ ଟଙ୍କା ଦେଇ ଗ୍ରାହକ ‘ଜିଓ ପ୍ରାଇମ୍‌ ଅଫର’ ସେବା ହାସଲ କରିପାରିବେ। ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇ ବର୍ଷେ ପାଇଁ ଏହା ଉପଲବ୍ଧ ହେବ। ଏଥିପାଇଁ ଜିଓ ପ୍ରାଇମ ମେମ୍ୱର ହେବାକୁ ପଡ଼ିବ। ଯାହାର ରେଜିଷ୍ଟ୍ରେସନ୍‌ ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ୩୧ରେ ଶେଷ ହେବ। ନୂଆ ଟାରିଫ୍‌ ପ୍ଲାନ୍‌ ଅନୁସାରେ ଜିଓ ଗ୍ରାହକଙ୍କୁ ପ୍ରତିମାସ ୩୦୩ ଟଙ୍କା ଦେବାକୁ ପଡ଼ିବ ଯାହା ବଦଳରେ ସେମାନଙ୍କୁ ଅନଲିମିଟେଡ୍‌ କଲିଂ ଏବଂ ଦିନକୁ ୱାନ୍‌ ଜିବି ଡାଟା ସୁବିଧା ମିଳିବ। ୨୦୧୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରାଇମ ମେମ୍ୱର ଗ୍ରାହକଙ୍କ ପାଇଁ ଏହା ଉପଲବ୍ଧ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story