ଭାରତୀୟ ବଜାରରେ ପ୍ରବେଶ କରିବ Renault Kwid

ମୁମ୍ବାଇ: ଭାରତୀୟ ବଜାରରେ ସୋମବାରଦନ ପ୍ରବେଶ କରିବ ସବୁଠୁ ଅଧିକ ବିକ୍ରି ହୋଇଥିବା Renault Kwid। ଏହି କାରଟି ଗୋଟିଏ ଲିଟର ପେଟ୍ରୋଲରେ ୨୩ କିଲୋମିଟର ଯାତ୍ରା କରିପାରିବ। ଏହି କାରର ଦର ଏବେ ସୁଦ୍ଧା କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିଲେ ମଧ୍ୟ ଏହାର ପ୍ରାଇସ୍‌ ୩.୨ ଲକ୍ଷ ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି। ଏଥିରେ 799cc petrol engine ସହ ବହୁ ଅତ୍ୟାଧୁନିକ ସୁବିଧା ରହିଛି। ଏହା ୩ଟି ରଙ୍ଗରେ ବଜାରରେ […]

dc-Cover-j

Rakesh Mallick
  • Published: Saturday, 20 August 2016
  • , Updated: 20 August 2016, 05:13 PM IST

ମୁମ୍ବାଇ: ଭାରତୀୟ ବଜାରରେ ସୋମବାରଦନ ପ୍ରବେଶ କରିବ ସବୁଠୁ ଅଧିକ ବିକ୍ରି ହୋଇଥିବା Renault Kwid। ଏହି କାରଟି ଗୋଟିଏ ଲିଟର ପେଟ୍ରୋଲରେ ୨୩ କିଲୋମିଟର ଯାତ୍ରା କରିପାରିବ।

ଏହି କାରର ଦର ଏବେ ସୁଦ୍ଧା କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିଲେ ମଧ୍ୟ ଏହାର ପ୍ରାଇସ୍‌ ୩.୨ ଲକ୍ଷ ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି।

ଏଥିରେ 799cc petrol engine ସହ ବହୁ ଅତ୍ୟାଧୁନିକ ସୁବିଧା ରହିଛି। ଏହା ୩ଟି ରଙ୍ଗରେ ବଜାରରେ ପ୍ରବେଶ କରିବ।

Related story