ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତୀୟ ବଜାରରେ ପ୍ରବେଶ କରିବ ରୟାଲ ଏନ୍ଫିଲ୍ଡ ହିମାଲାୟନ୍। ମୁମ୍ବାଇରେ ଏହି ସ୍ମାର୍ଟ ବାଇକ୍ର ଏକ୍ସଶୋରୁମ୍ ଦର ୧.୫ ଲକ୍ଷରୁ ୧.୭ ଲକ୍ଷ ମଧ୍ୟରେ ରଖାଯାଇଛି। ଭାରତୀୟ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ବାଇକ୍ର ଏକ ଭିନ୍ନ ନାମକରଣ କରାଯାଇଛି। ଏହି ବାଇକ୍ ବଜାର ପ୍ରବେଶ କରିବା ପୂର୍ବରୁ #Himalayan ନାମରେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ ହୋଇଛି।
Displacement | 411 cc |
Maximum Power | 24.5 BHP @ 6500 rpm |
Maximum Torque | 32 NM @ 4000-4500 rpm |
No. of Cylinders | Single Cylinder |
No. of Gears | 5-Speed Gearbox |
Seat Height | 800 mm |
Ground Clearance | 220 mm |
Kerb/Wet Weight | 182 kg |
Fuel Tank Capacity | 15 litres |
Top Speed | 145 kmph |