ସମ୍ୱଲପୁରରେ ଖୋଲିଲା ବଜାର ଇଣ୍ଡିଆ ଗାର୍ମେଣ୍ଟ୍

ସମ୍ୱଲପୁର: ସମ୍ୱଲପୁର ଧନୁପାଲି ଚାରଭାଟି ଛକରେ ବଜାର ଇଣ୍ଡିଆ ଗାର୍ମେଣ୍ଟ୍ ଶୋ’ରୁମ୍ ଶନିବାର ଉଦଘାଟିତ ହୋଇଛି। ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଗ ଦେଇ ଶୋ’ରୁମକୁ ଉଦଘାଟନ କରିଥିଲେ। ପୁର୍ବରୁ ବଜାର ଇଣ୍ଡିଆର ୫ଟି ଶାଖା ଭୁବନେଶ୍ୱର, କଟକ ,ଢେଙ୍କାନାଳ , ନୟାଗଡ଼, ଓ ବାରିପଦାରେ କାର୍ଯ୍ୟ କରୁଛି। ଏହି ଶୋ’ରୁମ୍ ସମ୍ୱଲପୁରରେ  ଗ୍ରାହକମାନଙ୍କର ଆବଶ୍ୟକତାକୁ ପୂରଣ କରିପାରିବ ବୋଲି କମ୍ପାନୀର ଚେୟାରମ୍ୟାନ୍ କହିଛନ୍ତି।

sambulpur

Rakesh Mallick
  • Published: Saturday, 06 February 2016
  • , Updated: 06 February 2016, 11:43 AM IST

Related story