ଭାରତୀୟ ବଜାରରେ ପ୍ରବେଶ କରିବ Samsung Galaxy A9 Pro

ନୂଆଦିଲ୍ଲୀ:ଶାରଦୀୟ ପୂଜା ବଜାରକୁ ଦୃଷ୍ଟିରେ ରଖି ଭାରତୀୟ ବଜାରରେ ପ୍ରବେଶ କରିବ Samsung Galaxy A9 Pro। ଏହାର ଦର ରହିଛି ୩୨,୪୯୦ ଟଙ୍କା। ଏହି ଫୋନ୍‌ Gold, Black ଏବଂ White ରେ ବଜାରରେ ଉପଲବ୍ଧ ହେବ। ଏହା ବିଭିନ୍ନ ଇ-କର୍ମସ ସାଇଟ୍ ଓ ନିଜର ୱେବସାଇଟରେ ଆସନ୍ତା ସେପ୍ଟେମ୍ବର ୨୬ରେ ଉପଲବ୍ଧ ହେବ। ଏଥିରେ id-level 4G LTE dualism, 6-inch 1080p  Super AMOLED screen, 6-megapixel camera, ,000mAh battery , Corning Gorilla […]

a9-pro-2

Rakesh Mallick
  • Published: Sunday, 18 September 2016
  • , Updated: 18 September 2016, 06:52 PM IST

ନୂଆଦିଲ୍ଲୀ:ଶାରଦୀୟ ପୂଜା ବଜାରକୁ ଦୃଷ୍ଟିରେ ରଖି ଭାରତୀୟ ବଜାରରେ ପ୍ରବେଶ କରିବ Samsung Galaxy A9 Pro। ଏହାର ଦର ରହିଛି ୩୨,୪୯୦ ଟଙ୍କା। ଏହି ଫୋନ୍‌ Gold, Black ଏବଂ White ରେ ବଜାରରେ ଉପଲବ୍ଧ ହେବ। ଏହା ବିଭିନ୍ନ ଇ-କର୍ମସ ସାଇଟ୍ ଓ ନିଜର ୱେବସାଇଟରେ ଆସନ୍ତା ସେପ୍ଟେମ୍ବର ୨୬ରେ ଉପଲବ୍ଧ ହେବ।

ଏଥିରେ id-level 4G LTE dualism, 6-inch 1080p  Super AMOLED screen, 6-megapixel camera, ,000mAh battery , Corning Gorilla Glass 4 protection, octa-core Qualcomm Snapdragon 652 processor, 4 gigs of RAM, 2GB of internal memory ଓ Android 6.0 Marshmallow-based TouchWiz UI ରହିଛି।

Related story