ସେନସେକ୍ସ ୧୬୨୪ ପଏଣ୍ଟ ଖସିଲା, ୭ ବର୍ଷରେ ସର୍ବାଧିକ ହ୍ରାସ

ମୁମ୍ବାଇ: ଷ୍ଟକ୍ ମାର୍କେଟରେ ବିପର୍ଯ୍ୟୟ। ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ଆଜି ଗତ ୭ ବର୍ଷରେ ସର୍ବାଧିକ ୧୬ଶହ ୨୪ ପଏଣ୍ଟ ହ୍ରାସ ପାଇଛି। ସେହିପରି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍-ନିଫ୍ଟି ପ୍ରାୟ ୫ଶହ ପଏଣ୍ଟ କମିଛି। ଫଳରେ ନିବେଶକାରୀ ସାଢେ ତିନି ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଆଜିର ଏଭଳି ସ୍ଥିତି ଯୋଗୁଁ ୧୦ଟି ବୃହତ କଂପାନିଙ୍କୁ ୨ ଲକ୍ଷ କୋଟି କ୍ଷତି ସହିବାକୁ ପଡିଛି। ଚୀନ ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁଁ ଭାରତ ସମେତ ସମଗ୍ର […]

bse

bse

Rakesh Mallick
  • Published: Monday, 24 August 2015
  • Updated: 24 August 2015, 04:29 PM IST

Sports

Latest News

ମୁମ୍ବାଇ: ଷ୍ଟକ୍ ମାର୍କେଟରେ ବିପର୍ଯ୍ୟୟ। ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ଆଜି ଗତ ୭ ବର୍ଷରେ ସର୍ବାଧିକ ୧୬ଶହ ୨୪ ପଏଣ୍ଟ ହ୍ରାସ ପାଇଛି। ସେହିପରି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍-ନିଫ୍ଟି ପ୍ରାୟ ୫ଶହ ପଏଣ୍ଟ କମିଛି। ଫଳରେ ନିବେଶକାରୀ ସାଢେ ତିନି ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଆଜିର ଏଭଳି ସ୍ଥିତି ଯୋଗୁଁ ୧୦ଟି ବୃହତ କଂପାନିଙ୍କୁ ୨ ଲକ୍ଷ କୋଟି କ୍ଷତି ସହିବାକୁ ପଡିଛି। ଚୀନ ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁଁ ଭାରତ ସମେତ ସମଗ୍ର ଏସିଆ, ୟୁରୋପ ଓ ଆମେରିକାରେ ସେୟାର ମାର୍କେଟ୍ ପ୍ରଭାବିତ ହୋଇଛି। ତେବେ ଅନ୍ୟ ଏସିଆ ବଜାର ଅପେକ୍ଷା ଭାରତର ସ୍ଥିତି ମଜଭୁତ ଥିବା ଆର୍ବିଆଇ ଗଭର୍ଣ୍ଣର କହିଛନ୍ତି। ସେହିପରି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଶା ପ୍ରକାଶ କରିଛନ୍ତି ଭାରତୀୟ ବଜାରର ସ୍ଥିତି ସୁଧୁରିଯିବ। ଅନ୍ୟପକ୍ଷରେ ଷ୍ଟକ ଏକ୍ସଚେଞ୍ଜରେ ଅସ୍ଥିରତାକୁ ନେଇ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହୋଇ ବିନିମୟ ମୂଲ୍ୟ ହ୍ରାସ ପାଇଛି।

ଗୋଟିଏ ଦିନରେ ସାଂଘାଇ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ୯ ପ୍ରତିଶତରୁ ଅଧିକ ହ୍ରାସ ପାଇବା ପରେ ସମଗ୍ର ଏସିଆ ସମେତ ୟୁରୋପ ଓ ଆମେରିକାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଚୀନରେ ଏବେ ଶିଳ୍ପ ଉତ୍ପାଦନଠାରୁ ଆରମ୍ଭ କରି ରିଏଲଇେଷ୍ଟଟ୍ କାରବାର ମାନ୍ଦା ରହିଛି। ପୂର୍ବରୁ  ଚୀନ୍ ଏହାର ମୁଦ୍ରା ୟୁଆନର ଅବମୂଲ୍ୟାୟନ କରିଥିବା ବେଳେ ପରିସ୍ଥିତି ନସୁଧୁରିଲେ ଆଉ ଥରେ ଅବମୂଲ୍ୟାୟନ କରିବା ଆଶଙ୍କା ରହିଛି। ଅନ୍ୟପକ୍ଷରେ ଦୁଇ କୋରିଆ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ସ୍ଥିତିକୁ ଅଧିକ ଖରାପ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story