ଚୀନବଜାରରେ ମାନ୍ଦାବସ୍ଥା: ୧୦୦୦ ପଏଣ୍ଟ ହ୍ରାସ ପାଇଲା ସେନସେକ୍ସ

ମୁମ୍ବାଇ:ଚୀନ ବଜାରରେ ମାନ୍ଦାବସ୍ଥାର ପ୍ରଭାବରୁ ସେନସେକ୍ସ ୧୦୦୦ ପଏଣ୍ଟ ହ୍ରାସ ପାଇଛି। ଏବେ ସେନ୍ସସେକ୍ସ ୨୬,୫୩୪.୫୩ ପଏଣ୍ଟ ରହିଛି। ସୋମବାର ସକାଳୁ କାରବାର ଆରମ୍ଭ ହେବା ମାତ୍ରେ  ନିଫଟିରେ ମଧ୍ୟ ୨୦୦ ପଏଣ୍ଟ ତଳକୁ ହ୍ରାସ ପାଇ ୮,୦୪୩.୩୫ ପଏଣ୍ଟ ରହିଛି। ଏହସହ ଡଲାର ତୁଳନାରେ ମଧ୍ୟ ଟଙ୍କ।ର ମୂଲ୍ୟ ସମାନ୍ୟ ହ୍ରାସ ପାଇ ୬୬.୫୦ ଟଙ୍କ।ରେ ପହଞ୍ଚିଛି। ଅନ୍ୟପକ୍ଷରେ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କାରବାରରେ ହ୍ରାସ ନେଇ ବିଚଳିତ […]

bse

bse

Rakesh Mallick
  • Published: Monday, 24 August 2015
  • Updated: 24 August 2015, 05:17 AM IST

Sports

Latest News

ମୁମ୍ବାଇ:ଚୀନ ବଜାରରେ ମାନ୍ଦାବସ୍ଥାର ପ୍ରଭାବରୁ ସେନସେକ୍ସ ୧୦୦୦ ପଏଣ୍ଟ ହ୍ରାସ ପାଇଛି। ଏବେ ସେନ୍ସସେକ୍ସ ୨୬,୫୩୪.୫୩ ପଏଣ୍ଟ ରହିଛି। ସୋମବାର ସକାଳୁ କାରବାର ଆରମ୍ଭ ହେବା ମାତ୍ରେ  ନିଫଟିରେ ମଧ୍ୟ ୨୦୦ ପଏଣ୍ଟ ତଳକୁ ହ୍ରାସ ପାଇ ୮,୦୪୩.୩୫ ପଏଣ୍ଟ ରହିଛି। ଏହସହ ଡଲାର ତୁଳନାରେ ମଧ୍ୟ ଟଙ୍କ।ର ମୂଲ୍ୟ ସମାନ୍ୟ ହ୍ରାସ ପାଇ ୬୬.୫୦ ଟଙ୍କ।ରେ ପହଞ୍ଚିଛି। ଅନ୍ୟପକ୍ଷରେ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କାରବାରରେ ହ୍ରାସ ନେଇ ବିଚଳିତ ହେବା ଅନୁଚିତ। ଚୀନ ବଜାରରେ ମନ୍ଦାବସ୍ଥା ପାଇଁ ଏପରି  ହୋଇଛି। ଦେଶର ଅର୍ଥନୀତି ମଜବୁତ ରହିଛି ଓ ଏଥିରେ ଖୁବ ଶୀଘ୍ର ସୁଧାର ଆସିବ ବୋଲି ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story