ସେପ୍ଟେମ୍ୱର ୯ରେ ବଜାରକୁ ଆସିବ ଆପଲର ଆଇଫୋନ୍ ୬ଏସ୍

ନୂଆଦିଲ୍ଲୀ: ସେପ୍ଟେମ୍ୱର ୯ରେ ଆପଲର ଆଇଫୋନ୍ ୬ଏସ୍ ଲଞ୍ଚ କରିବାକୁ କମ୍ପାନୀ କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି। ଏହାସହିତ କମ୍ପାନୀ ଆଇଫୋନ୍ ୬ଏସ୍, ୬ଏସ୍ ପ୍ଲସ୍ ଓ ଆଉ କିଛି ପ୍ରଡକ୍ସ ଲଞ୍ଚ କରିବ ବୋଲି ଜଣାପଡିଛି। କଂପାନୀ ଏକ ଆଇପ୍ୟାଡ୍ ମଧ୍ୟ ଲଞ୍ଚ୍ କରିପାରେ ବୋଲି ସୂଚନା ମିଳିଛି।