ରାଜ୍ୟରେ ଆରମ୍ଭ ହେଲା ଇସ୍ପାତ ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ରାଜ୍ୟରେ ଇସ୍ପାତ ଶିଳ୍ପର ବିକାଶ ପାଇଁ ନୂଆ କରି ଆରମ୍ଭ ହୋଇଛି ଇସ୍ପାତ ନିର୍ଦ୍ଦେଶାଳୟ। ଆଜି ଭୁବନେଶ୍ୱରସ୍ଥିତ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ପରିସରରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏହାକୁ ଉଦ୍‌ଘାଟନ କରିଥିଲେ। ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି,“ରାଜ୍ୟରେ ଇସ୍ପାତ ଶିଳ୍ପଗୁଡ଼ିକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ଦିଗରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ। ଇସ୍ପାତ ଶିଳ୍ପ ପାଇଁ ଜମି ଅଧିଗ୍ରହଣ, କଞ୍ଚାମାଲ ଯୋଗାଣ କ୍ଷେତ୍ରରେ ଦେଖାଯାଉଥିବା […]

steel

steel

Rakesh Mallick
  • Published: Friday, 15 July 2016
  • Updated: 15 July 2016, 09:36 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଇସ୍ପାତ ଶିଳ୍ପର ବିକାଶ ପାଇଁ ନୂଆ କରି ଆରମ୍ଭ ହୋଇଛି ଇସ୍ପାତ ନିର୍ଦ୍ଦେଶାଳୟ। ଆଜି ଭୁବନେଶ୍ୱରସ୍ଥିତ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ପରିସରରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏହାକୁ ଉଦ୍‌ଘାଟନ କରିଥିଲେ।

ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି,“ରାଜ୍ୟରେ ଇସ୍ପାତ ଶିଳ୍ପଗୁଡ଼ିକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ଦିଗରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ। ଇସ୍ପାତ ଶିଳ୍ପ ପାଇଁ ଜମି ଅଧିଗ୍ରହଣ, କଞ୍ଚାମାଲ ଯୋଗାଣ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାର ସମାଧାନ କରିବ ଏହି ନିର୍ଦ୍ଦେଶାଳୟ।”

ଏହି ନିର୍ଦ୍ଦେଶାଳୟ ବିଭିନ୍ନ ଇସ୍ପାତ ଶିଳ୍ପ ସହିତ ସ୍ପଞ୍ଜ ଆଇର ଓ ପେଲେଟ ଶିଳ୍ପ ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ କରିବ।

ପି.କେ ମିଶ୍ର ଏହି ନୂଆ ନିର୍ଦ୍ଦେଶାଳୟର ମୁଖ୍ୟ ଭାବେ ଅବସ୍ଥାପିତ ହୋଇଛନ୍ତି। ଆଡଭାଇଜର କନ୍‌ସଲଟାଣ୍ଟ ଓ ଡାଟାଏଣ୍ଟ୍ରି ଅପରେଟର୍‌ଙ୍କୁ ନିଯୁକ୍ତି ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story