ତାମିଲନାଡୁରେ ସୋଲାର ପାର୍କ ନିର୍ମାଣ କରିବ ଅଦାନି ଗ୍ରୁପ୍

ଚେନ୍ନାଇ: ତାମିଲନାଡୁରେ ଏକ ସୋଲାର ପାର୍କ ନିର୍ମାଣ କରିବ ଅଦାନି ଗ୍ରୁପ୍। ଏଥିପାଇଁ କଂପାନୀ ନିବେଶ କରିବ ୪,୫୩୬ କୋଟି ଟଙ୍କା। ଏନେଇ ଶନିବାର ତାମିଲନାଡୁ ଜେନେରେସନ୍ ଆଣ୍ଡ ଡିଷ୍ଟ୍ରିବ୍ୟୁସନ୍ କୋରପୋରେସନ୍ ଓ ଅଦାନି ଗ୍ରୁପ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ତାମିଲନାଡୁ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଅଦାନି ଗ୍ରୁପ୍ ମୋଟ୍ ୫ଟି ସୋଲାର ପାୱାର ଜେନେରେସନ୍ ଷ୍ଟେସନ୍ ନିର୍ମାଣ କରିବ। ଏଗୁଡ଼ିକର ମୋଟ ବିଦ୍ୟୁତ ଉତ୍ପାଦନ କ୍ଷମତା ୬୪୮ ମେଗାୱାଟ ହେବ। ତାମିଲନାଡୁର […]

solar

solar

Rakesh Mallick
  • Published: Saturday, 04 July 2015
  • Updated: 04 July 2015, 11:04 AM IST

ଚେନ୍ନାଇ: ତାମିଲନାଡୁରେ ଏକ ସୋଲାର ପାର୍କ ନିର୍ମାଣ କରିବ ଅଦାନି ଗ୍ରୁପ୍। ଏଥିପାଇଁ କଂପାନୀ ନିବେଶ କରିବ ୪,୫୩୬ କୋଟି ଟଙ୍କା। ଏନେଇ ଶନିବାର ତାମିଲନାଡୁ ଜେନେରେସନ୍ ଆଣ୍ଡ ଡିଷ୍ଟ୍ରିବ୍ୟୁସନ୍ କୋରପୋରେସନ୍ ଓ ଅଦାନି ଗ୍ରୁପ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ତାମିଲନାଡୁ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଅଦାନି ଗ୍ରୁପ୍ ମୋଟ୍ ୫ଟି ସୋଲାର ପାୱାର ଜେନେରେସନ୍ ଷ୍ଟେସନ୍ ନିର୍ମାଣ କରିବ। ଏଗୁଡ଼ିକର ମୋଟ ବିଦ୍ୟୁତ ଉତ୍ପାଦନ କ୍ଷମତା ୬୪୮ ମେଗାୱାଟ ହେବ। ତାମିଲନାଡୁର ରମାନାଥପୁରମ ଜିଲ୍ଲାର କାମୁଧି ଠାରେ ଏହି ସୋଲାର ପାର୍କ ନିର୍ମାଣ କରାଯିବ। ଏଥିପାଇଁ ଅଦାନି ଗ୍ରୁପ୍ ୪,୫୩୬ କୋଟି ଟଙ୍କା ନିବେଶ କରିବ।

ଏହି ସୋଲାର ପାର୍କରୁ ଉତ୍ପାଦନ ହେବକୁ ଥିବା ବିଦ୍ୟୁତକୁ ତାମିଲନାଡୁ ସରକାର ୟୁନିଟ୍ ପିଛା ୭ଟଙ୍କା ୦୧ପଇସା ଦେଇ କିଣିବେ।

ଅଦାନି ଗ୍ରୁପ୍ ଏମଡି ରାଜେଶ ଅଦାନି କହିଛନ୍ତି ଯେ ଏହା ହେବ ପୃଥିବୀର ସବୁଠୁ ବଡ଼ ସୋଲାର ପାର୍କ।

ତାମିଲନାଡୁ ସରକାର ୪୩୬ ମେଗାୱାଟ ବିଦ୍ୟୁତଶକ୍ତି ଉତ୍ପାଦନ ପାଇଁ ପୂର୍ବରୁ ୩୧ଟି ଘରୋଇ କଂପାନୀଙ୍କ ସହିତ ଚୁକ୍ତି କରି ସାରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ଚୁକ୍ତିଗୁଡ଼ିକ ଦ୍ୱାରା ରାଜ୍ୟରେ ପ୍ରାୟ ୭,୫୮୮ କୋଟି ଟଙ୍କାର ନିବେଶ ହେବ। ଆଉ ଏଥିରୁ ରାଜ୍ୟରେ ୧,୦୮୪ ମେଗାୱାଟ ସୋଲାର ଏନର୍ଜି ଉତ୍ପାଦନ କରାଯାଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story