ଟାଟା ଇଣ୍ଡଷ୍ଟ୍ରିଜ ନିର୍ଦ୍ଦେଶକ ପଦରୁ ବିଦା ହେଲେ ସାଇରସ

ମୁମ୍ବାଇ: ସାଇରସ ମିସ୍ତ୍ରୀଙ୍କୁ ଟାଟା ଇଣ୍ଡଷ୍ଟ୍ରିଜର ନିର୍ଦ୍ଦେଶକ ପଦରୁ ବିଦା କରାଯାଇଛି। ଏହି ନିଷ୍ପତ୍ତି ଆଜି ଟାଟା ଇଣ୍ଡଷ୍ଟ୍ରିଜଙ୍କ ଏଜିଏମ୍‌ ତଥା ଏକଷ୍ଟ୍ରାଅଡିନାରୀ ଜେନେରାଲ ମିଟିଙ୍ଗରେ ନିଆଯାଇଛି। ସାଇରସଙ୍କୁ ପୂର୍ବରୁ ୨୪ ଅକ୍ଟୋବରରେ କମ୍ପାନୀର ଅଧ୍ୟକ୍ଷ ପଦବୀରୁ ବିଦା କରାଯାଇଥିଲ। ତାଙ୍କ ନିକଟରୁ କମ୍ପାନୀ ସବୁପ୍ରକାର ଅଧିକାର ମଧ୍ୟ ଛଡ଼ାଇ ନେଇଛି।  ଅଧ୍ୟକ୍ଷ ପଦରୁ ମିସ୍ତ୍ରୀଙ୍କୁ ହଟାଯିବା ପରେ ୭୮ ବର୍ଷୀୟ ରତନ ଟାଟା ଅଧ୍ୟକ୍ଷ ପଦକୁ ଫେରିଛନ୍ତି। ସାଇରସଙ୍କ ଉପରେ ବୋର୍ଡ ବିଜିନ୍ନ କାରଣରୁ ଅସନ୍ତୁଷ୍ଟ […]

sairas-mistree

Rakesh Mallick
  • Published: Monday, 12 December 2016
  • , Updated: 12 December 2016, 06:27 PM IST

ମୁମ୍ବାଇ: ସାଇରସ ମିସ୍ତ୍ରୀଙ୍କୁ ଟାଟା ଇଣ୍ଡଷ୍ଟ୍ରିଜର ନିର୍ଦ୍ଦେଶକ ପଦରୁ ବିଦା କରାଯାଇଛି। ଏହି ନିଷ୍ପତ୍ତି ଆଜି ଟାଟା ଇଣ୍ଡଷ୍ଟ୍ରିଜଙ୍କ ଏଜିଏମ୍‌ ତଥା ଏକଷ୍ଟ୍ରାଅଡିନାରୀ ଜେନେରାଲ ମିଟିଙ୍ଗରେ ନିଆଯାଇଛି।

ସାଇରସଙ୍କୁ ପୂର୍ବରୁ ୨୪ ଅକ୍ଟୋବରରେ କମ୍ପାନୀର ଅଧ୍ୟକ୍ଷ ପଦବୀରୁ ବିଦା କରାଯାଇଥିଲ। ତାଙ୍କ ନିକଟରୁ କମ୍ପାନୀ ସବୁପ୍ରକାର ଅଧିକାର ମଧ୍ୟ ଛଡ଼ାଇ ନେଇଛି।  ଅଧ୍ୟକ୍ଷ ପଦରୁ ମିସ୍ତ୍ରୀଙ୍କୁ ହଟାଯିବା ପରେ ୭୮ ବର୍ଷୀୟ ରତନ ଟାଟା ଅଧ୍ୟକ୍ଷ ପଦକୁ ଫେରିଛନ୍ତି। ସାଇରସଙ୍କ ଉପରେ ବୋର୍ଡ ବିଜିନ୍ନ କାରଣରୁ ଅସନ୍ତୁଷ୍ଟ ଥିବା କଥା କୁହାଯାଇଛି। ୪୮ବର୍ଷୟ ମିସ୍ତ୍ରୀ ୪ବର୍ଷ ତଳେ ରତନ ଟାଟାଙ୍କ ଠାରୁ ଅଧ୍ୟକ୍ଷ ଭାର ଗ୍ରହଣ କରିଥିଲେ।

Related story