ସ୍ମାର୍ଟଫୋନ୍ ଓ କମ୍ପ୍ୟୁଟରକୁ ନିୟନ୍ତ୍ରଣ କରିବ ଟାଟୁ
ବୋଷ୍ଟନ୍: ସ୍ମାର୍ଟଫୋନ୍ ଓ କମ୍ପ୍ୟୁଟର ପରି ଅନ୍ୟ କନେକ୍ଟେଡ୍ ଡିଭାଇସ୍କୁ ନିୟନ୍ତ୍ରଣ କରିବ ଟାଟୁ। ଗବେଷକମାନେ ଏପରି ଏକ ଟେମ୍ପରାରୀ ମେଟାଲିକ୍ ଟାଟୁ ବିକଶିତ କରୁଛନ୍ତି। ଆମେରିକାର ମାଶାଚୁଏଟ୍ଇ ନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଏମ୍ଆଇଟି)ର ଗବେଷକ ସିନ୍-ଲୁ କାଓ କହିଛନ୍ତି,“ଏହି ଟାଟୁକୁ ଯେ କେହିବି ବ୍ୟବହାର କରିପାରିବେ। ଏହା ଟାଟୁ ପରି ସ୍କିନ୍ରେ ରହିବ ଓ ତା’ କାର୍ଯ୍ୟ କରିବ।” ଏହାର ନାମ ହେଉଛି Duo Skin। ଏହି ଧାତବଅଂଶରେ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ଯନ୍ତ୍ରାଶ ସଂଯୋଗ କରାଯାଇଛି। ଯାହାକୁ […]
This-tattoo-can-control-your-smartphone-computer
ବୋଷ୍ଟନ୍: ସ୍ମାର୍ଟଫୋନ୍ ଓ କମ୍ପ୍ୟୁଟର ପରି ଅନ୍ୟ କନେକ୍ଟେଡ୍ ଡିଭାଇସ୍କୁ ନିୟନ୍ତ୍ରଣ କରିବ ଟାଟୁ। ଗବେଷକମାନେ ଏପରି ଏକ ଟେମ୍ପରାରୀ ମେଟାଲିକ୍ ଟାଟୁ ବିକଶିତ କରୁଛନ୍ତି।
ଆମେରିକାର ମାଶାଚୁଏଟ୍ଇ ନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଏମ୍ଆଇଟି)ର ଗବେଷକ ସିନ୍-ଲୁ କାଓ କହିଛନ୍ତି,“ଏହି ଟାଟୁକୁ ଯେ କେହିବି ବ୍ୟବହାର କରିପାରିବେ। ଏହା ଟାଟୁ ପରି ସ୍କିନ୍ରେ ରହିବ ଓ ତା’ କାର୍ଯ୍ୟ କରିବ।”
ଏହାର ନାମ ହେଉଛି Duo Skin। ଏହି ଧାତବଅଂଶରେ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ଯନ୍ତ୍ରାଶ ସଂଯୋଗ କରାଯାଇଛି। ଯାହାକୁ ଛୁଇଁବା ମାତ୍ରେ ହି ଏହା କାର୍ଯ୍ୟକ୍ଷମ ହୋଇଥାଏ।