ଏହି ଟେଲିକମ୍‌ କମ୍ପାନୀ ଦେଉଛି ଅନ୍‌ଲିମିଟେଡ୍‌ ଡାଟା

୬୦ଦିନ ପର୍ଯ୍ୟନ୍ତ ଅନଲିମିଟେଡ୍‌ ଡାଟା। ତା’ପୁଣି ଉଭୟ ୩ଜି ଏବଂ ୨ଜି ଇଣ୍ଟରନେଟ୍‌ ସହିତ। ଏଭଳି ଅଫର୍‌ ଆଣିଛି। ମହାନଗର ଟେଲିକମ୍‌ ଲିମିଟେଡ୍‌ ନାମକ ଏହି କମ୍ପାନୀ ମଙ୍ଗଳବାର ଦିନ ତାର ନୂଆ ପ୍ରିପେଡ୍‌ ସବ୍‌ସ୍‌କ୍ରାଇବର୍ସଙ୍କ ପାଇଁ ନୂଆ ଖ୍ରୀଷ୍ଟମାସ ଅଫରରେ ଏହା ଘୋଷଣା କରିଛି। ଏହି ଅଫର୍‌ ଦିଲ୍ଲୀ ଏବଂ ମୁମ୍ବାଇ ସବସ୍‌କ୍ରାଇବର୍ସଙ୍କୁ ଦିଆଯିବ। ଏହି ଅଫରରେ ଏସ୍‌ଏମ୍‌ଏସ୍‌ର ସୁବିଧା ଦିଆଯାଇନାହିଁ। ଏଥିସହ ଡାଟାର ସ୍ପିଡ୍‌ ମଧ୍ୟ ଲିମିଟେଡ୍‌ ରହିବ। MTNLଏପର୍ଯ୍ୟନ୍ତ 4g ର ସେବା […]

mobile_internet_22_15458189

mobile_internet_22_15458189

Biswobandita Swain
  • Published: Wednesday, 26 December 2018
  • Updated: 26 December 2018, 05:10 PM IST

Sports

Latest News

୬୦ଦିନ ପର୍ଯ୍ୟନ୍ତ ଅନଲିମିଟେଡ୍‌ ଡାଟା। ତା’ପୁଣି ଉଭୟ ୩ଜି ଏବଂ ୨ଜି ଇଣ୍ଟରନେଟ୍‌ ସହିତ। ଏଭଳି ଅଫର୍‌ ଆଣିଛି। ମହାନଗର ଟେଲିକମ୍‌ ଲିମିଟେଡ୍‌ ନାମକ ଏହି କମ୍ପାନୀ ମଙ୍ଗଳବାର ଦିନ ତାର ନୂଆ ପ୍ରିପେଡ୍‌ ସବ୍‌ସ୍‌କ୍ରାଇବର୍ସଙ୍କ ପାଇଁ ନୂଆ ଖ୍ରୀଷ୍ଟମାସ ଅଫରରେ ଏହା ଘୋଷଣା କରିଛି। ଏହି ଅଫର୍‌ ଦିଲ୍ଲୀ ଏବଂ ମୁମ୍ବାଇ ସବସ୍‌କ୍ରାଇବର୍ସଙ୍କୁ ଦିଆଯିବ।

ଏହି ଅଫରରେ ଏସ୍‌ଏମ୍‌ଏସ୍‌ର ସୁବିଧା ଦିଆଯାଇନାହିଁ। ଏଥିସହ ଡାଟାର ସ୍ପିଡ୍‌ ମଧ୍ୟ ଲିମିଟେଡ୍‌ ରହିବ। MTNLଏପର୍ଯ୍ୟନ୍ତ 4g ର ସେବା ଆରମ୍ଭ କରିନାହିଁ। କମ୍ପାନୀ ଦିଲ୍ଲୀ ଏବଂ ମୁମ୍ବାଇରେ 2G ଏବଂ 3G ନେଟୱର୍କର ସେବା ଯୋଗାଇବ।୨୫ ଡିସେମ୍ବର ୨୦୧୮ରୁ ୩୧ଜାନୁଆରୀ ୨୦୧୯ ପର୍ଯ୍ୟନ୍ତ ବୁକ୍‌ କରାଯାଇଥିବା ପ୍ରିପେଡ୍‌ କନେକ୍‌ସନ୍‌ ପାଇଁ ଉପଲବ୍ଧ ରହିବ।

ଆପଣ ଯଦି ଏହି ଅଫରର ଲାଭ ନେବାକୁ ଚାହୁଁଛନ୍ତି ତେବେ MTNLର କନେକ୍‌ସନ୍‌ ନେବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos