ଠୁମ୍‌ରୀ ଡଟ୍‌ କମ୍‌ ୱେବ୍‌ସାଇଟ୍‌କୁ ଲୋକାର୍ପଣ କଲେ ସାଂସଦ ବୈଜୟନ୍ତ

ଭୁବନେଶ୍ୱର: ଅନ୍‌ଲାଇନ୍‌ରେ ମିଳିବ ପାରମ୍ପରିକ ଓଡ଼ିଆ ହସ୍ତଶିଳ୍ପ ଓ ହସ୍ତକଳା। ସୋମବାର ଦିନ http://www.thoomri.com/ ୱେବ୍‌ସାଇଟ୍‌କୁ ଲୋକାର୍ପଣ କରିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ବିଜେଡିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା। ଓଡ଼ିଆ ହସ୍ତଶିଳ୍ପକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ୱେବ୍‌ସାଇଟ୍‌ ନିର୍ମାଣ କରାଯାଇଥିବା ଏହାର ପ୍ରତିଷ୍ଠାତା ଏ‌ଏନ୍‌ଏମ୍‌ ଗ୍ରୁପ ଅଫ୍‌ ଇନଷ୍ଟିଚ୍ୟୁସନ୍‌ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପରିଡା କହିଛନ୍ତି। ସେ କହିଛନ୍ତି,“ଠୁମ୍‌ରୀ ଡଟ୍‌ କମ୍‌ ଏକ ନୂତନ ଷ୍ଟାର୍ଟଅପ । ଏହା ଅନ୍‌ଲାଇନ୍‌ରେ ଆଗରୁ ଥିଲା, […]

thumuri.com

Rakesh Mallick
  • Published: Monday, 30 May 2016
  • , Updated: 30 May 2016, 03:40 PM IST

ଭୁବନେଶ୍ୱର: ଅନ୍‌ଲାଇନ୍‌ରେ ମିଳିବ ପାରମ୍ପରିକ ଓଡ଼ିଆ ହସ୍ତଶିଳ୍ପ ଓ ହସ୍ତକଳା। ସୋମବାର ଦିନ http://www.thoomri.com/ ୱେବ୍‌ସାଇଟ୍‌କୁ ଲୋକାର୍ପଣ କରିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ବିଜେଡିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା। ଓଡ଼ିଆ ହସ୍ତଶିଳ୍ପକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ୱେବ୍‌ସାଇଟ୍‌ ନିର୍ମାଣ କରାଯାଇଥିବା ଏହାର ପ୍ରତିଷ୍ଠାତା ଏ‌ଏନ୍‌ଏମ୍‌ ଗ୍ରୁପ ଅଫ୍‌ ଇନଷ୍ଟିଚ୍ୟୁସନ୍‌ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପରିଡା କହିଛନ୍ତି।

ସେ କହିଛନ୍ତି,“ଠୁମ୍‌ରୀ ଡଟ୍‌ କମ୍‌ ଏକ ନୂତନ ଷ୍ଟାର୍ଟଅପ । ଏହା ଅନ୍‌ଲାଇନ୍‌ରେ ଆଗରୁ ଥିଲା, ଆଜି ଏହା ଅଫ୍‌ଲାଇନ୍‌ ହେଲା। ଏହା ମାଧ୍ୟମରେ ଯେଉଁ କଳାକାରମାନେ ତାଙ୍କ କଳାକୁ ପ୍ରଦର୍ଶନ କରିପାରୁ ନାହାନ୍ତି ସେମାନେ ସେମାନଙ୍କ କଳାନୈପୁଣ୍ୟ ପ୍ରଦର୍ଶନ କରିପାରିବେ।”

Related story