୬୬୬ ଟଙ୍କାରେ ଅନ୍‌ଲିମିଟେଡ୍ କଲ୍ ସହିତ ୧୨୦ ଜିବି ଡାଟା

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କଂପାନୀ ବିଏସ୍‌ଏନ୍‌ଏଲ୍ ଏହାର ଗ୍ରାହକମାନଙ୍କ ପାଇଁ ଆଣିଛି ନୂଆ ଅଫର୍। ଏହି ନୂଆ ଅଫରର ନାଁ ବିଏସ୍‌ଏନ୍‌ଏଲ୍ ସିକ୍ସର ୬୬୬। ଏହି ପ୍ଲାନ୍ ଅନୁଯାୟୀ ପ୍ରିପେଡ୍ ଗ୍ରାହକମାନଙ୍କୁ ୬୬୬ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ। ଏହା ପରେ ସେମାନେ ଯେକୌଣସି ନମ୍ବରକୁ ଅନ୍‌ଲିମିଟେଡ୍ କଲ୍ କରିପାରିବେ। ଏହା ବ୍ୟତୀତ ପ୍ରତିଦିନ ଦୁଇ ଜିବି ଡାଟା ମିଳିବ। ଏହି ଅଫର ୬୦ ଦିନ ପାଇଁ ରହିଛି। ଅର୍ଥାତ୍ ୬୦ ଦିନରେ ମୋଟ ୧୨୦ ଜିବି […]

bsnl

Rakesh Mallick
  • Published: Thursday, 29 June 2017
  • , Updated: 29 June 2017, 01:26 PM IST

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କଂପାନୀ ବିଏସ୍‌ଏନ୍‌ଏଲ୍ ଏହାର ଗ୍ରାହକମାନଙ୍କ ପାଇଁ ଆଣିଛି ନୂଆ ଅଫର୍। ଏହି ନୂଆ ଅଫରର ନାଁ ବିଏସ୍‌ଏନ୍‌ଏଲ୍ ସିକ୍ସର ୬୬୬। ଏହି ପ୍ଲାନ୍ ଅନୁଯାୟୀ ପ୍ରିପେଡ୍ ଗ୍ରାହକମାନଙ୍କୁ ୬୬୬ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ। ଏହା ପରେ ସେମାନେ ଯେକୌଣସି ନମ୍ବରକୁ ଅନ୍‌ଲିମିଟେଡ୍ କଲ୍ କରିପାରିବେ। ଏହା ବ୍ୟତୀତ ପ୍ରତିଦିନ ଦୁଇ ଜିବି ଡାଟା ମିଳିବ। ଏହି ଅଫର ୬୦ ଦିନ ପାଇଁ ରହିଛି। ଅର୍ଥାତ୍ ୬୦ ଦିନରେ ମୋଟ ୧୨୦ ଜିବି ଡାଟା ମିଳିବ। ୬୦ ଦିନ ପରେ ଗ୍ରାହକମାନଙ୍କ ପାଇଁ ମନ ଖୋଲି କଥା ହେବାକୁ ୩୪୯, ଟ୍ରିପଲ୍ ଏସ୍ ୩୩୩ ଓ ବିଏସ୍‌ଏନ୍‌ଏଲ୍‌ ୪୪୪ ଭଳି ପ୍ଲାନ୍ ରହିଛି।

Related story