ଆରମ୍ଭ ହେଲା Vivo କାର୍ନିଭାଲ୍‌ ସେଲ୍‌

ମୁମ୍ବାଇ: Vivo କାର୍ନିଭାଲ୍‌ ସେଲ୍‌ ଆରମ୍ଭ ହୋଇଯାଇଛି। ଏହି ସେଲ୍‌ ୨ ଜାନୁୟାରୀରୁ ୪ଜାନୁୟାରୀ ପର୍ଯ୍ୟନ୍ତ ରହିବ। ସେଲ୍‌ ମାଧ୍ୟମରେ ଆପଣ Vivo ସ୍ମାର୍ଟଫୋନ୍‌ରେ ୧୧,୪୦୦ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ପାଇପାରିବେ। ଯେଉଁଥିରେ ୯,୦୦୦ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଡିସ୍‌କାଉଣ୍ଟ ମଧ୍ୟ ରହିଛି। ଏହି ସେଲ୍‌ ମାଧ୍ୟମରେ Vivoର ବିଭିନ୍ନ ସ୍ମାର୍ଟଫୋନ୍‌ କିଣିଲେ ଆପଣ ଡିସ୍‌କାଉଣ୍ଟ ପାଇବେ। ଏହି ସେଲ୍‌ ଦ୍ୱାରା Vivo V9 Pro (6GB) ସ୍ମାର୍ଟଫୋନ୍‌ କିଣିଲେ ଆପଣଙ୍କୁ ପଡିବ ୧୭,୯୯୦ ଟଙ୍କା। ଏଥିସହ ଏଥିରେ ୪,୦୦୦ଟଙ୍କା ପର୍ଯ୍ୟନ୍ତ […]

vivo

vivo

Biswobandita Swain
  • Published: Wednesday, 02 January 2019
  • Updated: 02 January 2019, 05:56 PM IST

Sports

Latest News

ମୁମ୍ବାଇ: Vivo କାର୍ନିଭାଲ୍‌ ସେଲ୍‌ ଆରମ୍ଭ ହୋଇଯାଇଛି। ଏହି ସେଲ୍‌ ୨ ଜାନୁୟାରୀରୁ ୪ଜାନୁୟାରୀ ପର୍ଯ୍ୟନ୍ତ ରହିବ। ସେଲ୍‌ ମାଧ୍ୟମରେ ଆପଣ Vivo ସ୍ମାର୍ଟଫୋନ୍‌ରେ ୧୧,୪୦୦ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ପାଇପାରିବେ। ଯେଉଁଥିରେ ୯,୦୦୦ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଡିସ୍‌କାଉଣ୍ଟ ମଧ୍ୟ ରହିଛି।

ଏହି ସେଲ୍‌ ମାଧ୍ୟମରେ Vivoର ବିଭିନ୍ନ ସ୍ମାର୍ଟଫୋନ୍‌ କିଣିଲେ ଆପଣ ଡିସ୍‌କାଉଣ୍ଟ ପାଇବେ। ଏହି ସେଲ୍‌ ଦ୍ୱାରା Vivo V9 Pro (6GB) ସ୍ମାର୍ଟଫୋନ୍‌ କିଣିଲେ ଆପଣଙ୍କୁ ପଡିବ ୧୭,୯୯୦ ଟଙ୍କା। ଏଥିସହ ଏଥିରେ ୪,୦୦୦ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଡିସ୍‌କାଉଣ୍ଟ ମଧ୍ୟ ଦିଆଯାଉଛି। Vivo 11 ଏବଂ Vivo V11 Proରେ ୩,୦୦୦ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଡିସ୍‌କାଉଣ୍ଟ ରହିଛି।

ଏଥିସହ Vivo Nexର ଦାମ୍‌  ୪୯,୯୯୦ ଟଙ୍କା ରହିଥିବା ବେଳେ ଡିସ୍‌କାଉଣ୍ଟ ପରେ ଏହି ଫୋନ୍‌ ୩୯.୯୯୦ଟଙ୍କାରେ ଆପଣ ପାଇପାରିବେ।

Vivo Y83 Proରେ ୩,୦୦୦ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ରହିଛି। ସେହିପରି Vivo Y95 ଏବଂ Vivo Y81 ରେ ୨,୦୦୦ଟଙ୍କାର ଏକ୍ସଚେଞ୍ଜ ଅଫର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos