ଅନ୍‌ଲାଇନ୍‌ରେ vivo s1ର ସେଲ୍‌ ଆରମ୍ଭ

ନୂଆଦିଲ୍ଲୀ: ଭାରତରେ ଆଜିଠାରୁ vivo s1ର ସେଲ୍‌ ଆରମ୍ଭ ହୋଇଛି। କିଛି ଦିନ ତଳେ ଏହି ସ୍ମାର୍ଟଫୋନ୍‌କୁ ଲଞ୍ଚ୍‌ କରାଯାଇଥିଲା। ପ୍ରଥମେ ଅଫ୍‌ଲାଇନ୍‌ ଷ୍ଟୋର୍‌ରେ ଏହାର ବିକ୍ରି ହେଉଥିଲା। ତେବେ ଗ୍ରାହକମାନେ ଆଜିଠାରୁ ଏହାକୁ ଅନ୍‌ଲାଇନ୍‌ରେ କିଣି ପାରିବେ। ସର୍ବପ୍ରଥମେ ଏହାର 4GB ଭ୍ୟାରିୟାଣ୍ଟକୁ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି। ଗ୍ରାହକମାନେ ଏହାକୁ ଅନ୍‌ଲାଇନ୍‌ ସାଇଟ୍‌ ଫ୍ଲିପ୍‌କାର୍ଟ, ଆମାଜନ୍‌ ଇଣ୍ଡିଆ ଓ ଭିଭୋ ଇଣ୍ଡିଆ ଇ-ଷ୍ଟୋରରେ ବୁକିଙ୍ଗ୍‌ କରିପାରିବେ। 128GB ବିଶିଷ୍ଟ ଏହି ଫୋନ୍‌ର ମୂଲ୍ୟ ୧୭,୯୯୦ […]

vivo2

vivo2

Puspanjali Panda
  • Published: Wednesday, 14 August 2019
  • Updated: 14 August 2019, 03:38 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ଆଜିଠାରୁ vivo s1ର ସେଲ୍‌ ଆରମ୍ଭ ହୋଇଛି। କିଛି ଦିନ ତଳେ ଏହି ସ୍ମାର୍ଟଫୋନ୍‌କୁ ଲଞ୍ଚ୍‌ କରାଯାଇଥିଲା। ପ୍ରଥମେ ଅଫ୍‌ଲାଇନ୍‌ ଷ୍ଟୋର୍‌ରେ ଏହାର ବିକ୍ରି ହେଉଥିଲା। ତେବେ ଗ୍ରାହକମାନେ ଆଜିଠାରୁ ଏହାକୁ ଅନ୍‌ଲାଇନ୍‌ରେ କିଣି ପାରିବେ। ସର୍ବପ୍ରଥମେ ଏହାର 4GB ଭ୍ୟାରିୟାଣ୍ଟକୁ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି। ଗ୍ରାହକମାନେ ଏହାକୁ ଅନ୍‌ଲାଇନ୍‌ ସାଇଟ୍‌ ଫ୍ଲିପ୍‌କାର୍ଟ, ଆମାଜନ୍‌ ଇଣ୍ଡିଆ ଓ ଭିଭୋ ଇଣ୍ଡିଆ ଇ-ଷ୍ଟୋରରେ ବୁକିଙ୍ଗ୍‌ କରିପାରିବେ। 128GB ବିଶିଷ୍ଟ ଏହି ଫୋନ୍‌ର ମୂଲ୍ୟ ୧୭,୯୯୦ ଟଙ୍କା ରଖାଯାଇଛି।

vivo s1ର ବାକି ଦୁଇ ଭ୍ୟାରିୟାଣ୍ଟକୁ ପରେ ବିକ୍ରି ପାଇଁ ଉପଲବ୍ଧ କରାଯିବ।  ୬ ଜିବି ରାମ୍‌+ ୬୪ ଜିବି ଷ୍ଟୋରେଜ୍‌ ଏବଂ ୬ ଜିବି ରାମ୍‌ + ୧୨୮ ଜିବି ଷ୍ଟୋରେଜ୍‌ କ୍ଷମତା ଥିବା ଅନ୍ୟ ଦୁଇ ଭ୍ୟାରିୟାଣ୍ଟର  ମୂଲ୍ୟ ଭାରତରେ ଯଥାକ୍ରମେ ୧୮,୯୯୦ ଓ ୧୯,୯୯୦ ଟଙ୍କା ରଖାଯାଇଛି। ସ୍କାଇଲାଇନ୍‌ ବ୍ଲୁ ଓ ଡାଇମଣ୍ଡ୍‌ ବ୍ଲାକ୍‌ ଭଳି ଦୁଇଟି ରଙ୍ଗରେ ଏହା ଉପଲବ୍ଧ ହେବ।

ଲଞ୍ଚ୍‌ ଅଫର୍‌ର କଥା କହିଲେ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଡେବିଟ୍ ଓ କ୍ରେଡିଟ୍‌ କାର୍ଡ ଇଏମ୍‌ଆଇ ଟ୍ରାଞ୍ଜାକ୍ସନରେ ଗ୍ରାହକଙ୍କ ପାଇଁ ୭.୫ ପ୍ରତିଶତର କ୍ୟାଶ୍‌ବ୍ୟାକ୍ ବ୍ୟବସ୍ଥା ରଖିଛି। ସେହିଭଳି ଜିଓ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଫାଇଦା ଦେବ।

vivo s1ର ଏହିସବୁ ଫିଚର୍‌ ରହିଛି
- ଏହା ଆଣ୍ଡ୍ରୋଏଡ୍‌ ପାଇ ବେସ୍‌ଡ Funtouch OS 9 ରେ ଚାଲୁଛି।
- ଡୁଆଲ୍ ସିମ୍‌ ସପୋର୍ଟ କରୁଥିବା ଏହି ସ୍ମାର୍ଟଫୋନ୍‌ରେ ୬.୩୮ ଇଞ୍ଚର ଫୁଲ୍‌ ଏଚ୍‌ଡି ଗ୍ଲାସ୍‌ ଏବଂ AMOLEDର ମଲ୍‌ଟି-ଟଚ୍‌ ଡିସପ୍ଲେ ରହିଛି।
- ଅକ୍ଟା କୋର୍‌ MediaTek Helio P65 MT6768 ପ୍ରୋସେସର୍‌ ରହିଛି।
- ଫଟୋ ଉଠାଇବା ପାଇଁ ଏହାର ପଛରେ ତିନୋଟି କ୍ୟାମେରା ସେଟ୍‌ଅପ୍ ଦିଆଯାଇଛି। ଏହି ସେଟ୍‌ ଅପ୍‌ରେ  ୧୬, ୮ ଓ ୨ ମେଗା ପିକ୍ସେଲ୍‌ କ୍ୟାମେରା ଦିଆଯାଇଛି।
- ସେହିପରି ସେଲ୍‌ଫି ପାଇଁ ଫ୍ରଣ୍ଟରେ ୩୨ ମେଗା ପିକ୍ସେଲ୍‌ର କ୍ୟାମେରା ରହିଛି।
- ୪୫୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story