Xiaomi Mi Note 2ର ଫଟୋ ଲିକ୍‌

ନୂଆଦିଲ୍ଲୀ: Xiaomi Mi 4 ଚୀନ ବଜାର ପ୍ରବେଶ କରିବା ପରେ ଭାରତୀୟ ବଜାରରେ Mi Note 2 ପ୍ରବେଶ କରାଇବାକୁ ପ୍ରସ୍ତୁତି ହେଉଛି ଏହି କମ୍ପାନୀ। ଆଜି ଚୀନର ସୋସିଆଲ ମିଡିଆ ‘ୱିବୋ’ରେ ଏହି ସ୍କାର୍ଟଫୋନ୍‌ର ଫଟୋ ଲିକ୍‌ ହୋଇଛି। ଚୀନ ଗଣମାଧ୍ୟମର ରିପୋର୍ଟ ମୁତାବକ ଏହି ସ୍ମାର୍ଟଫୋନ୍‌   5.5-inch OLED display ସହ ବଜାର ପ୍ରବେଶ କରିବ। ଏଥିରେ ୨ ପ୍ରକାର ରିଜୋଲ୍ୟୁସନ ରହିବ। ସେଗୁଡିକ ହେଲା ଫୁଲ୍‌ ଏଚ୍‌ ଡି ଓ କ୍ୱାଡ୍‌ ଏଚ୍‌ଡି। […]

Xiaomi-Mi-Note-2-PC-Suite

Rakesh Mallick
  • Published: Sunday, 28 August 2016
  • , Updated: 30 August 2016, 11:04 PM IST

ନୂଆଦିଲ୍ଲୀ: Xiaomi Mi 4 ଚୀନ ବଜାର ପ୍ରବେଶ କରିବା ପରେ ଭାରତୀୟ ବଜାରରେ Mi Note 2 ପ୍ରବେଶ କରାଇବାକୁ ପ୍ରସ୍ତୁତି ହେଉଛି ଏହି କମ୍ପାନୀ। ଆଜି ଚୀନର ସୋସିଆଲ ମିଡିଆ ‘ୱିବୋ’ରେ ଏହି ସ୍କାର୍ଟଫୋନ୍‌ର ଫଟୋ ଲିକ୍‌ ହୋଇଛି।

ଚୀନ ଗଣମାଧ୍ୟମର ରିପୋର୍ଟ ମୁତାବକ ଏହି ସ୍ମାର୍ଟଫୋନ୍‌   5.5-inch OLED display ସହ ବଜାର ପ୍ରବେଶ କରିବ। ଏଥିରେ ୨ ପ୍ରକାର ରିଜୋଲ୍ୟୁସନ ରହିବ। ସେଗୁଡିକ ହେଲା ଫୁଲ୍‌ ଏଚ୍‌ ଡି ଓ କ୍ୱାଡ୍‌ ଏଚ୍‌ଡି। ଏଥିରେ Qualcomm's latest Snapdragon 821 processor,   6GB RAM ସହ 128GB ROM ରହିଛି। ଏଥିରେ  all-metal build dual-camera ସହ ବହୁ ଅତ୍ୟାଧୁନିକ ସୁବିଧା ରହିଛି। ଏଥିରେ Android 6.0 Marshmallow OS ସହ 4G, VoLTE, 3G, Wi-Fi, Bluetooth, GPS, Glonass ଓ microUSB ସୁବିଧା ରହିଛି। ଏହାସହ fingerprint sensor ଓ 4,100mAh battery ରହିଛି।

Related story