ବଜାରକୁ ଆସିଲା Xiaomi Mi Notebook Air

ନୂଆଦିଲ୍ଲୀ: Redmi Pro ସ୍ମାର୍ଟଫୋନ୍‌ ବଜାର ପ୍ରବେଶ କରେଇବା ପରେ ଆଜି ଏହି କମ୍ପାନୀ ତା’ର ପ୍ରଥମ ଲାପ୍‌ଟପ୍ Xiaomi Mi Notebook Air ବଜାରକୁ ଛାଡିଛି। ଏହାର ଦର ରହିଛି ୫୦,୩୭୩ ଟଙ୍କା। ଏହି ଲାପ୍‌ଟପ୍‌ରେ Windows 10 OS ରହିଛି। ଏହି ଲାପ୍‌ଟପ୍‌ଟି ୨ଟି ସାଇଜ୍‌ରେ ବଜାରକୁ ପ୍ରବେଶ କରିଛି। ଗୋଟିଏ ୧୨.୫ ଇଞ୍ଚ ରହିଥିବା ବେଳେ ଅନ୍ୟଟି ୧୩.୩ ଇଞ୍ଚ ରହିଛି। ଦୁଇଟି  ସ୍ଲିମ୍‌ ବଡିରେ ବଜାରକୁ ଆସୁଥିବା ଏହି ଲାପ୍‌ଟପ୍‌ରେ 1 […]

Xiaomi Mi Notebook Air

Rakesh Mallick
  • Published: Wednesday, 27 July 2016
  • , Updated: 27 July 2016, 07:13 PM IST

ନୂଆଦିଲ୍ଲୀ: Redmi Pro ସ୍ମାର୍ଟଫୋନ୍‌ ବଜାର ପ୍ରବେଶ କରେଇବା ପରେ ଆଜି ଏହି କମ୍ପାନୀ ତା’ର ପ୍ରଥମ ଲାପ୍‌ଟପ୍ Xiaomi Mi Notebook Air ବଜାରକୁ ଛାଡିଛି। ଏହାର ଦର ରହିଛି ୫୦,୩୭୩ ଟଙ୍କା।

ଏହି ଲାପ୍‌ଟପ୍‌ରେ Windows 10 OS ରହିଛି। ଏହି ଲାପ୍‌ଟପ୍‌ଟି ୨ଟି ସାଇଜ୍‌ରେ ବଜାରକୁ ପ୍ରବେଶ କରିଛି। ଗୋଟିଏ ୧୨.୫ ଇଞ୍ଚ ରହିଥିବା ବେଳେ ଅନ୍ୟଟି ୧୩.୩ ଇଞ୍ଚ ରହିଛି। ଦୁଇଟି  ସ୍ଲିମ୍‌ ବଡିରେ ବଜାରକୁ ଆସୁଥିବା ଏହି ଲାପ୍‌ଟପ୍‌ରେ 1 MPର ୱେବ୍‌କାମ୍‌ ରହିଛି। ଏହାସହ backlit keyboard, USB Type-C charging port plus, Intel Core i5-6200U "Skylake-U" processor ଓ NVIDIA GeForce 940MX GPU ରହିଛି।

Related story