ନୂଆଦିଲ୍ଲୀ:ଚୀନ୍ର ସ୍ମାର୍ଟଫୋନ୍ ନିର୍ମାତା ଶାଓମି ଭାରତରେ ପ୍ରଥମ ଥର Sport Shoe ଲଞ୍ଚ କରିଛି। ତେବେ ଏହା କୌଣସି ସ୍ମାର୍ଟ ଶୁ’ ନୁହେଁ। ଅର୍ଥାତ ଏହି ଜୋତା ଆପଣଙ୍କ ପାଇଁ ଫିଟନେସ୍ ଟ୍ରାକ୍ର ଭଳି କାମ କରିବ ନାହିଁ। କିନ୍ତୁ ଚୀନ୍ରେ ଏହି ସ୍ମାର୍ଟ ଶୁ’ ଉପଲବ୍ଧ। ଯଦି ଆପଣ ଚାହାନ୍ତି ତେବେ ଚୀନ୍ରୁ ଏହି ସ୍ମାର୍ଟ ଶୁ’ ମଗାଇପାରିବେ। Xiaomi ଭାରତରେ Mi Sport Shoes 2 ଲଞ୍ଚ କରିଛି। ଯାହାର ଦାମ୍ ହେଉଛି ୨,୯୯୯ ଟଙ୍କା।
ଆସନ୍ତା ୧୫ ମାର୍ଚ୍ଚରୁ ଏହି ଜୋତା ବ୍ରିକ୍ରି ହେବ। ତେବେ ଚୀନ୍ରେ ବିକ୍ରି ହେଉଥିବା ସ୍ମାର୍ଟ ଶୁ ହେଉଛି Xiaomi Mi Mijia । ଏଥିରେ ଫିଟନେସ୍ ଟ୍ରାକର ଲାଗିଛି। ଅର୍ଥାତ ଏଥିରେ ଚିପ୍ ଓ ବ୍ୟାଟେରୀ ସିଷ୍ଟମ ରହିଛି। ଯାହା ଆପଣଙ୍କୁ ଚାଲିବା ବେଳେ ସବୁ ପ୍ରକାର ଆରାମ ଯୋଗାବାରେ ସହାୟକ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।