ସେପ୍ଟେମ୍ବର ୨୭ରେ ଭାରତୀୟ ବଜାରରେ ପ୍ରବେଶ କରିବ Xiaomi Mi 5s

ନୂଆଦିଲ୍ଲୀ: ପର୍ବାଣକୁ ଦୃଷ୍ଟିରେ ରଖି ଭାରତୀୟ ବଜାରରେ ଚଳିତମାସ ୨୭ ତାରିଖରେ ପ୍ରବେଶ କରିବ Xiaomi Mi 5s। କମ୍ପାନୀ ପକ୍ଷରୁ ଏହି ସ୍ମାର୍ଟଫୋନ୍‌ର ଦର ଧାର୍ଯ୍ୟ କରାଯାଇ ନ ଥିଲେ ମଧ୍ୟ ଏହାର ଦର ୨୨,୯୯୯ଟଙ୍କା ଥିବା ଚର୍ଚ୍ଚା ହେଉଛି। ଏହି ସ୍ମାର୍ଟଫୋନ୍‌ରେ Android v6.0 (Marshmallow) OS, 5.15-inch 1080p display, Snapdragon 821 processor, GB of LPDDR4 RAM, 64GB storage, 16 megapixel rear camera, 4 MP Front, Dual SIM […]

xiaomi_mi5

Rakesh Mallick
  • Published: Monday, 19 September 2016
  • , Updated: 19 September 2016, 06:39 PM IST

ନୂଆଦିଲ୍ଲୀ: ପର୍ବାଣକୁ ଦୃଷ୍ଟିରେ ରଖି ଭାରତୀୟ ବଜାରରେ ଚଳିତମାସ ୨୭ ତାରିଖରେ ପ୍ରବେଶ କରିବ Xiaomi Mi 5s। କମ୍ପାନୀ ପକ୍ଷରୁ ଏହି ସ୍ମାର୍ଟଫୋନ୍‌ର ଦର ଧାର୍ଯ୍ୟ କରାଯାଇ ନ ଥିଲେ ମଧ୍ୟ ଏହାର ଦର ୨୨,୯୯୯ଟଙ୍କା ଥିବା ଚର୍ଚ୍ଚା ହେଉଛି।

ଏହି ସ୍ମାର୍ଟଫୋନ୍‌ରେ Android v6.0 (Marshmallow) OS, 5.15-inch 1080p display, Snapdragon 821 processor, GB of LPDDR4 RAM, 64GB storage, 16 megapixel rear camera, 4 MP Front, Dual SIM ଓ Fingerprint sensor ଇତ୍ୟାଦି ରହିଛି।

Related story