ବୋଲେରୋ ଧକ୍କାରେ ଚାଲିଗଲା ଜୀବନ

ସ୍କୁଟିକୁ ପିଟିଲା ବୋଲେରୋ। ଚାଲିଗଲା ଚାଳକଙ୍କ ଜୀବନ। ଦୁର୍ଘଟଣା ଘଟିଛି କେନ୍ଦୁଝର ତୁରୁମୁଙ୍ଗା ଅଞ୍ଚଳରେ।