ଜାଣିଶୁଣି ଚୁପ୍ ଥିଲେ ମନ୍ତ୍ରୀ !

<p>ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗୋହି ପୁରାଣ ଖୋଳିଲେ କଂଗ୍ରେସ ଛାତ୍ର ସଭାପତି ୟାସିର ନଓ୍ବାଜ। ଏଇ ଦୁଇମନ୍ତ୍ରୀଙ୍କ ଛତ୍ରଛାୟା ତଳେ ସମ୍ବଲପୁରର ଗୁଟଖା କାରଖାନା ଚାଲିଥିବା କଂଗ୍ରେସ ଅଭିଯୋଗ କରିଛି।</p>

Ordigital Desk
  • Published: Friday, 31 December 2021
  • Updated: 31 December 2021, 05:14 PM IST

Sports

Latest News

<p>ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗୋହି ପୁରାଣ ଖୋଳିଲେ କଂଗ୍ରେସ ଛାତ୍ର ସଭାପତି ୟାସିର ନଓ୍ବାଜ। ଏଇ ଦୁଇମନ୍ତ୍ରୀଙ୍କ ଛତ୍ରଛାୟା ତଳେ ସମ୍ବଲପୁରର ଗୁଟଖା କାରଖାନା ଚାଲିଥିବା କଂଗ୍ରେସ ଅଭିଯୋଗ କରିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos