ପ୍ରଚାରକୁ ଡାକିଲେ, ଖାଇବାକୁ ନ ଦେଇ ମାଡ଼ ମାରିଲେ

<p>ଘରୁ ଡାକି ଆଣିଲେ, ହେଲେ ଖାଇବାକୁ ଗଣ୍ଡେ ଦେଲେନି । କହିବାରୁ ମାଡ଼ ମାରିବେ ବୋଲି ଧମକ ଦେଲେ ଗୁଣ୍ଡାମାନେ। ଉତ୍ତ୍ୟକ୍ତ ଲୋକେ ରାସ୍ତା ରୋକ କଲେ, ଶେଷରେ ଘରକୁ ଫେରିଲେ । ଏହିପରି ଏକ ବିବାଦୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ସାନ କେରକ ଗାଁ ଛକରେ ।</p>

Ordigital Desk
  • Published: Friday, 31 December 2021
  • Updated: 31 December 2021, 09:24 AM IST

Sports

Latest News

<p>ଘରୁ ଡାକି ଆଣିଲେ, ହେଲେ ଖାଇବାକୁ ଗଣ୍ଡେ ଦେଲେନି । କହିବାରୁ ମାଡ଼ ମାରିବେ ବୋଲି ଧମକ ଦେଲେ ଗୁଣ୍ଡାମାନେ। ଉତ୍ତ୍ୟକ୍ତ ଲୋକେ ରାସ୍ତା ରୋକ କଲେ, ଶେଷରେ ଘରକୁ ଫେରିଲେ । ଏହିପରି ଏକ ବିବାଦୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ସାନ କେରକ ଗାଁ ଛକରେ ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos