ଭଉଣୀ ସଂସାର ଉଜାଡ଼ି ଦେଲା ଭାଇ

<p>ଭିଣୋଇକୁ ହାଣିଦେଲା ଶଳା। ସମସ୍ତେ ଶୋଇବା ପରେ ଆସି ଖଣ୍ଡାରେ ହାଣିଦେଲା। ଭୁବନେଶ୍ୱର ମଞ୍ଚେଶ୍ୱର ଧୀରିକୁଟି ବସ୍ତିରେ ବିଳମ୍ବିତ ରାତିରେ ଘଟିଛି ହତ୍ୟାକାଣ୍ଡ । ପାରିବାରିକ ଗଣ୍ଡଗୋଳରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଅଭିଯୁକ୍ତ ଶଳାକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।</p>

Ordigital Desk
  • Published: Friday, 31 December 2021
  • Updated: 31 December 2021, 05:10 PM IST

Sports

Latest News

<p>ଭିଣୋଇକୁ ହାଣିଦେଲା ଶଳା। ସମସ୍ତେ ଶୋଇବା ପରେ ଆସି ଖଣ୍ଡାରେ ହାଣିଦେଲା। ଭୁବନେଶ୍ୱର ମଞ୍ଚେଶ୍ୱର ଧୀରିକୁଟି ବସ୍ତିରେ ବିଳମ୍ବିତ ରାତିରେ ଘଟିଛି ହତ୍ୟାକାଣ୍ଡ । ପାରିବାରିକ ଗଣ୍ଡଗୋଳରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଅଭିଯୁକ୍ତ ଶଳାକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos