ଭୁବନେଶ୍ୱର: ୧୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ରଘୁନାଥପୁର ଅଞ୍ଚଳରୁ ଆଜି ୧୦ ଗ୍ରାମ୍ ବ୍ରାଉନ୍‌ସୁଗାର ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି ନନ୍ଦନକାନନ ପୋଲିସ୍। ଗିରଫ ଅଭିଯୁକ୍ତଙ୍କ ନାମ ଟୁକୁନା ଜେନା। ତାଙ୍କ ଘର ରଘୁନାଥପୁର ଅଞ୍ଚଳରେ। ସେ ଘରେ ବ୍ରାଉନ୍‌ସୁଗାର ରଖିଥିବା ନେଇ ପୋଲିସ୍ ସୂଚନା ପାଇବା ପରେ ଚଢ଼ାଉ କରି ତାକୁ ଗିରଫ କରିଥିଲା। ତାକୁ କୋର୍ଟ ଚାଲାଣ କରାଯାଇଛି। ପୋଲିସ୍ ଏ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

brownsugar

Rakesh Mallick
  • Published: Friday, 30 September 2016
  • , Updated: 30 September 2016, 08:40 PM IST

Related story