ଟିଟିଲାଗଡ଼: ଚପଲ ମାଳ ପକାଇ ବୁଲାଇବା ଅଭିଯୋଗରେ ୧୨ ଗିରଫ

ଟିଟିଲାଗଡ଼: ଜଣେ ବ୍ୟକ୍ତିଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କ ବେକରେ ଚପଲ ମାଳ ପକାଇ ଗାଁରେ ବୁଲାଇବା ଅଭିଯୋଗରେ କଣ୍ଟାବାଞ୍ଜି ଥାନା ପୋଲିସ୍‌ ଆଜି ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କରୁଆଁମୁଣ୍ଡା ପଞ୍ଚାୟତର ଦୀନବନ୍ଧୁ ପଟେଲ ଜଣେ ବିଧବାଙ୍କ ସହିତ ଅନୈତିକ ସମ୍ପର୍କ ରଖିଛନ୍ତି ବୋଲି ସର୍ଗିଗୁଡ଼ା ଗାଁ ଲୋକେ ଅନେକ ଦିନରୁ ସନ୍ଦେହ କରୁଥିଲେ। ଗତକାଲି ତାଙ୍କୁ କାବୁ କରି ତାଙ୍କ ବେକରେ ଚପଲ ମାଳ ପକାଇ ଗାଁରେ ବୁଲାଇ ଥିଲେ। […]

titilagarh

Rakesh Mallick
  • Published: Monday, 29 August 2016
  • , Updated: 29 August 2016, 05:20 PM IST

ଟିଟିଲାଗଡ଼: ଜଣେ ବ୍ୟକ୍ତିଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କ ବେକରେ ଚପଲ ମାଳ ପକାଇ ଗାଁରେ ବୁଲାଇବା ଅଭିଯୋଗରେ କଣ୍ଟାବାଞ୍ଜି ଥାନା ପୋଲିସ୍‌ ଆଜି ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

କରୁଆଁମୁଣ୍ଡା ପଞ୍ଚାୟତର ଦୀନବନ୍ଧୁ ପଟେଲ ଜଣେ ବିଧବାଙ୍କ ସହିତ ଅନୈତିକ ସମ୍ପର୍କ ରଖିଛନ୍ତି ବୋଲି ସର୍ଗିଗୁଡ଼ା ଗାଁ ଲୋକେ ଅନେକ ଦିନରୁ ସନ୍ଦେହ କରୁଥିଲେ। ଗତକାଲି ତାଙ୍କୁ କାବୁ କରି ତାଙ୍କ ବେକରେ ଚପଲ ମାଳ ପକାଇ ଗାଁରେ ବୁଲାଇ ଥିଲେ। ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି।

Related story