୨ ଜଣ ମୋଟର ସାଇକେଲ ଲୁଟେରାକୁ ଗିରଫ କଲା ବ୍ରହ୍ମପୁର ପୋଲିସ୍

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଆଜି ୨ ଜଣ ମୋଟର ସାଇକେଲ ଲୁଟେରାକୁ ଗିରଫ କରିଛି । ସେମାନଙ୍କ ନିକଟରୁ ପୋଲିସ ୧୮ଟି ଚୋରି ମୋଟର ସାଇକେଲ ଜବତ କରିଛି। ଜବତ ହୋଇଥିବା ଗାଡି ଗୁଡିକ ବ୍ରହ୍ମପୁର ଟାଉନ ଥାନା, ଗୋଷାଣିନୂଆ ଗାଁ ଥାନା, ସଦର ଥାନା ଓ ଗୋଳନ୍ଥରା ଥାନା ଅଞ୍ଚଳରୁ ଚୋରି ହୋଇଥିବା ବ୍ରହ୍ମପୁର ଏସପି ସାର୍ଥ ଷଡଙ୍ଗୀ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

hyundai

Rakesh Mallick
  • Published: Saturday, 25 July 2015
  • , Updated: 25 July 2015, 09:28 AM IST

Related story