କେନ୍ଦୁଝର: ୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଭିଏଲଡବ୍ଲୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର କେନ୍ଦେଇପଶି ଭିଏଲଡବ୍ଲୁ ସସ୍ମୀତା ମହାନ୍ତ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏକ ଟିଉବୱେଲର ହେଡ୍ ଲଗାଇବା ପାଇଁ  ସସ୍ମିତା ଖୁଣ୍ଟାପଡା ଅଞ୍ଚଳର ଚର୍ତୁଭୁଜ ମହାନ୍ତଙ୍କୁ ୨ ହଜାର ଟଙ୍କା  ମାଗିଥିଲେ। ଚର୍ତୁଭୁଜ ଆଜି  ୨ ହଜାର ଟଙ୍କା  ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ବିଭାଗ ସସ୍ମିତାଙ୍କୁ କାବୁ କରିଥିଲା। ତାଙ୍କ ଠାରୁ ଭିଜିଲାନ୍ସ ବିଭାଗ ରଙ୍ଗ ମିଶା ୨ ହଜାର […]

vigilance

Rakesh Mallick
  • Published: Friday, 18 March 2016
  • , Updated: 18 March 2016, 12:46 PM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର କେନ୍ଦେଇପଶି ଭିଏଲଡବ୍ଲୁ ସସ୍ମୀତା ମହାନ୍ତ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏକ ଟିଉବୱେଲର ହେଡ୍ ଲଗାଇବା ପାଇଁ  ସସ୍ମିତା ଖୁଣ୍ଟାପଡା ଅଞ୍ଚଳର ଚର୍ତୁଭୁଜ ମହାନ୍ତଙ୍କୁ ୨ ହଜାର ଟଙ୍କା  ମାଗିଥିଲେ। ଚର୍ତୁଭୁଜ ଆଜି  ୨ ହଜାର ଟଙ୍କା  ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ବିଭାଗ ସସ୍ମିତାଙ୍କୁ କାବୁ କରିଥିଲା। ତାଙ୍କ ଠାରୁ ଭିଜିଲାନ୍ସ ବିଭାଗ ରଙ୍ଗ ମିଶା ୨ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ଡିଏସ ପି କହିଛନ୍ତି।

Related story