ଡି-ଲିଙ୍କ୍ ଅଭିଯୋଗରେ ଆଉ ୩ ଗିରଫ

କଟକ: ଡି-ଲିଙ୍କ୍ ଅଭିଯୋଗରେ ଶନିବାର ଆଉ ତିନି ଜଣଙ୍କୁ ଗିରଫ କରିଛି କଟକ ଚାଉଲିଆଗଞ୍ଜ ଥାନା ପୋଲିସ୍। ଏ ତିନି ଜଣ ହେଲେ ଭଗବାନ ସାହୁ ଓରଫ୍‌ ଭେଗା, ସୁକୁନ୍‌ ଓରଫ୍‌ ସୁକାନ୍ତ ବେହେରା ଓ ମଙ୍ଗୁ ଓରଫ୍‌ ଭାଗୀରଥି ବସ୍ତିଆ। ଏମାନଙ୍କ ବିରୋଧରେ ଟେଣ୍ଡର ଫିକ୍ସିଂ ଏବଂ ଦାଦାବଟି ଆଦାୟ ଭଳି ଅଭିଯୋଗ ରହିଛି। ପୋଲିସ୍ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

d-ilink-three-arrested

Rakesh Mallick
  • Published: Saturday, 26 March 2016
  • , Updated: 26 March 2016, 02:57 PM IST

କଟକ: ଡି-ଲିଙ୍କ୍ ଅଭିଯୋଗରେ ଶନିବାର ଆଉ ତିନି ଜଣଙ୍କୁ ଗିରଫ କରିଛି କଟକ ଚାଉଲିଆଗଞ୍ଜ ଥାନା ପୋଲିସ୍। ଏ ତିନି ଜଣ ହେଲେ ଭଗବାନ ସାହୁ ଓରଫ୍‌ ଭେଗା, ସୁକୁନ୍‌ ଓରଫ୍‌ ସୁକାନ୍ତ ବେହେରା ଓ ମଙ୍ଗୁ ଓରଫ୍‌ ଭାଗୀରଥି ବସ୍ତିଆ। ଏମାନଙ୍କ ବିରୋଧରେ ଟେଣ୍ଡର ଫିକ୍ସିଂ ଏବଂ ଦାଦାବଟି ଆଦାୟ ଭଳି ଅଭିଯୋଗ ରହିଛି।

ପୋଲିସ୍ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related story