କଟକ: ଅଳଙ୍କାର ଲୁଟ୍‌ ଘଟଣାରେ ୩ ଗିରଫ

କଟକ: ଗତବର୍ଷ କଟକ ବାଦାମବାଡି ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ଘଟଣାରେ ଗୁରୁବାର ୩ ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ଲୁଟେରାଙ୍କରୁ ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଜବତ କରିଛି ବାଦମବାଡି ପୋଲିସ। କୋଲକାତାର ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିଲା। ଗିରଫ ୩ ଜଣଙ୍କ ମଧ୍ୟରୁ ଜଣଙ୍କର ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି। ଗତବର୍ଷ ମେ’ ୨୯ ତାରିଖରେ କୋଲକତାରେ ସୁନା ବ୍ୟବସାୟୀ ସ୍ୱରୂପ ପାରମାଣିକ କଟକରେ  ସୁନା […]

duo-loot-gold

Rakesh Mallick
  • Published: Thursday, 12 May 2016
  • , Updated: 12 May 2016, 03:44 PM IST

କଟକ: ଗତବର୍ଷ କଟକ ବାଦାମବାଡି ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ଘଟଣାରେ ଗୁରୁବାର ୩ ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ଲୁଟେରାଙ୍କରୁ ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଜବତ କରିଛି ବାଦମବାଡି ପୋଲିସ। କୋଲକାତାର ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିଲା। ଗିରଫ ୩ ଜଣଙ୍କ ମଧ୍ୟରୁ ଜଣଙ୍କର ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି। ଗତବର୍ଷ ମେ’ ୨୯ ତାରିଖରେ କୋଲକତାରେ ସୁନା ବ୍ୟବସାୟୀ ସ୍ୱରୂପ ପାରମାଣିକ କଟକରେ  ସୁନା ବିକ୍ରି କରି ଟଙ୍କା ନେଇ ଯାଉଥିବା ସମୟରେ ବନ୍ଧୁକ ଦେଖାଇ ତାଙ୍କଠାରୁ ୪୧ ଲକ୍ଷ ଟଙ୍କା ଲୁଟ୍ କରିନେଇଥିଲେ ଲୁଟେରା।

Related story