ଭୁବନେଶ୍ୱର: ୩ ହାଇୱେ ଲୁଟେରା ଗିରଫ

ଭୁବନେଶ୍ୱର: ଖଣ୍ଡଗିରି ପୋଲିସ ଶୁକ୍ରବାର ଭୁବନେଶ୍ୱରରୁ ୩ ଜଣ ହାଇୱେ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ସନ୍ତୋଷ ବଳିଆରସିଂହ, ମନୋଜ ରେଡ୍ଡୀ ଓ ପଦ୍ମନାଭ ପ୍ରଧାନ। ସେମାନଙ୍କଠାରୁ ଗୋଟିଏ କାର, ସୁନାଚେନ୍‌, ମାରଣାସ୍ତ୍ର, ମୋବାଇଲ୍‌ ଓ ଟଙ୍କା ଜବତ କରାଯାଇଛି। ହାଇୱେରେ ଯାଉଥିବା ଯାତ୍ରୀଙ୍କୁ ବନ୍ଧୁକ ଓ ରଡ୍‌ ଦେଖାଇ ଭୟଭୀତ କରାଇ ଏମାନେ ଲୁଟ୍‌ କରୁଥିବା ପୋଲିସ ସୂଚନା ଦେଇଛି। ଏହାସହ ଲୁଟେରାଙ୍କଠାରୁ ଜବତ କିଛି ଲୁଟ୍‌ ସାମଗ୍ରୀ ଚିହ୍ନଟ କରାଯାଇଛି।

3-highway-llotra-giraf

Rakesh Mallick
  • Published: Friday, 15 April 2016
  • , Updated: 15 April 2016, 01:45 PM IST

ଭୁବନେଶ୍ୱର: ଖଣ୍ଡଗିରି ପୋଲିସ ଶୁକ୍ରବାର ଭୁବନେଶ୍ୱରରୁ ୩ ଜଣ ହାଇୱେ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ସନ୍ତୋଷ ବଳିଆରସିଂହ, ମନୋଜ ରେଡ୍ଡୀ ଓ ପଦ୍ମନାଭ ପ୍ରଧାନ।

ସେମାନଙ୍କଠାରୁ ଗୋଟିଏ କାର, ସୁନାଚେନ୍‌, ମାରଣାସ୍ତ୍ର, ମୋବାଇଲ୍‌ ଓ ଟଙ୍କା ଜବତ କରାଯାଇଛି।

ହାଇୱେରେ ଯାଉଥିବା ଯାତ୍ରୀଙ୍କୁ ବନ୍ଧୁକ ଓ ରଡ୍‌ ଦେଖାଇ ଭୟଭୀତ କରାଇ ଏମାନେ ଲୁଟ୍‌ କରୁଥିବା ପୋଲିସ ସୂଚନା ଦେଇଛି। ଏହାସହ ଲୁଟେରାଙ୍କଠାରୁ ଜବତ କିଛି ଲୁଟ୍‌ ସାମଗ୍ରୀ ଚିହ୍ନଟ କରାଯାଇଛି।

Related story