ଢେଙ୍କାନାଳ: ୩ ଡକାୟତ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ପୋଲିସ୍‌ ଆଜି ୩ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ପିସ୍ତଲ, ଗୁଳି, ବାଇକ୍‌ ଓ ୧୭ଟି ମୋବାଇଲ ଜବତ କରିଛି। ଏହି ଘଟଣାରେ ପୋଲିସ୍‌ ପୂର୍ବରୁ ୨ ଜଣଙ୍କୁ ଗିରଫ କରିଥିଲା। ଗିରଫ ଡକାୟତମାନେ ଧଳପୁର ୟୁକୋ ବ୍ୟାଙ୍କ ଡକାୟତି, ପଟ୍ରୋଲ ପମ୍ପ ଓ ରାଜପଥ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଅଛନ୍ତି ବୋଲି ପୋଲିସ୍‌ କହିଛି।

loot

Rakesh Mallick
  • Published: Saturday, 17 September 2016
  • , Updated: 17 September 2016, 06:23 PM IST

ଢେଙ୍କାନାଳ: ଢେଙ୍କାନାଳ ପୋଲିସ୍‌ ଆଜି ୩ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ପିସ୍ତଲ, ଗୁଳି, ବାଇକ୍‌ ଓ ୧୭ଟି ମୋବାଇଲ ଜବତ କରିଛି। ଏହି ଘଟଣାରେ ପୋଲିସ୍‌ ପୂର୍ବରୁ ୨ ଜଣଙ୍କୁ ଗିରଫ କରିଥିଲା।

ଗିରଫ ଡକାୟତମାନେ ଧଳପୁର ୟୁକୋ ବ୍ୟାଙ୍କ ଡକାୟତି, ପଟ୍ରୋଲ ପମ୍ପ ଓ ରାଜପଥ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଅଛନ୍ତି ବୋଲି ପୋଲିସ୍‌ କହିଛି।

Related story