ଡକାୟତି ଯୋଜନା ପଣ୍ଡ, ଧରାପଡ଼ିଲେ ୪ ଦୁର୍ଦ୍ଦାନ୍ତ ଡକାୟତ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ଅଞ୍ଚଳରୁ ୪ ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ କମିଶନରେଟ୍ ପୋଲିସର କ୍ୟୁଏଟି ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ସିଆଇଏସଏଫ ଯବାନ ଥିବା ଜଣାପଡ଼ିଛି।  ୬୦ଲକ୍ଷ ଟଙ୍କା ଡକାୟତି ଯୋଜନା କରୁଥବା ବେଳେ ସେମାନେ ଧରାପଡ଼ିଛନ୍ତି। ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୁଳି ଓ ମାରଣାସ୍ତ୍ର ଜବତ କରାଯାଇଛି। ଗତ ୭ ଦିନ ହେବ ସେମାନେ ଭୁବନେଶ୍ୱରରେ ବୁଲୁଥିବା ବେଳେ କଟକର ଏକ ଲଜରେ ରହୁଥିବାର ଜଣାପଡ଼ିଛି। ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍‌ ଏରିଆରେ […]

bbsr

bbsr

Rakesh Mallick
  • Published: Sunday, 25 September 2016
  • Updated: 25 September 2016, 03:15 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ଅଞ୍ଚଳରୁ ୪ ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ କମିଶନରେଟ୍ ପୋଲିସର କ୍ୟୁଏଟି ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ସିଆଇଏସଏଫ ଯବାନ ଥିବା ଜଣାପଡ଼ିଛି।  ୬୦ଲକ୍ଷ ଟଙ୍କା ଡକାୟତି ଯୋଜନା କରୁଥବା ବେଳେ ସେମାନେ ଧରାପଡ଼ିଛନ୍ତି। ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୁଳି ଓ ମାରଣାସ୍ତ୍ର ଜବତ କରାଯାଇଛି।

ଗତ ୭ ଦିନ ହେବ ସେମାନେ ଭୁବନେଶ୍ୱରରେ ବୁଲୁଥିବା ବେଳେ କଟକର ଏକ ଲଜରେ ରହୁଥିବାର ଜଣାପଡ଼ିଛି। ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍‌ ଏରିଆରେ ଏକ ବ୍ୟବସାୟିକ ପ୍ରତିଷ୍ଠାନର ଅଧିକାରୀ ୬୦ଲକ୍ଷ ଟଙ୍କା ପେମେଣ୍ଟ କରିବାକୁ ଯାଉଥିବା ବେଳେ ଏହି ଡକାୟତମାନେ ତାଙ୍କ ପିଛା କରିଥିଲେ। ତେବେ ପୂର୍ବରୁ ସେମାନଙ୍କ ଉପରେ ନଜର ରଖିଥିବା କ୍ୟୁଏଟି ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story