ବାଲେଶ୍ୱର: ବ୍ରାଉନ୍‌ସୁଗର, ଗଞ୍ଜେଇ ଜବତ, ୪ ଗିରଫ

ବାଲେଶ୍ୱର: କେନ୍ଦ୍ରୀୟ ଫ୍ଲାଇଂ ସ୍କ୍ୱାର୍ଡ଼ ଓ ଜିଲ୍ଲା ଅବକାରୀ ବିଭାଗ ମିଳିତ ଭାବେ ବାଲେଶ୍ୱର ଜିଲ୍ଳା ଝାଡେଶ୍ୱରପୁର ଏବଂ ନାମ୍ପୋ ଗାଁରେ ଚଢ଼ାଉ କରି ୨୫ କିଲୋରୁ ଅଧିକ ଗଞ୍ଜେଇ, ୩ଶହ ଗ୍ରାମ ବ୍ରାଉନ୍‌ସୁଗର ଓ ୧୪ ବୋତଲ ପଶ୍ଚିମବଙ୍ଗ ରାଜ୍ୟର ମଦ ଜବତ କରିଛି। ଏହି ଘଟଣାରେ ଝାଡେଶ୍ୱରପୁର ରେସବା ବିବି, ନସିମା ବିବି, ସେକ୍‌ କାଦର ଓ ନାମ୍ପୋ ଗ୍ରାମର ଅନିଲ ପରିଡ଼ାଙ୍କୁ ଗିରଫ କରିଛି। ଫ୍ଲାଇଂ ସ୍କ୍ୱାର୍ଡ଼ ଇନ୍ସପେକ୍ଟର ଅମରେନ୍ଦ୍ର ଜେନା ଓ […]

balasore

Rakesh Mallick
  • Published: Tuesday, 09 August 2016
  • , Updated: 09 August 2016, 09:56 PM IST

ବାଲେଶ୍ୱର: କେନ୍ଦ୍ରୀୟ ଫ୍ଲାଇଂ ସ୍କ୍ୱାର୍ଡ଼ ଓ ଜିଲ୍ଲା ଅବକାରୀ ବିଭାଗ ମିଳିତ ଭାବେ ବାଲେଶ୍ୱର ଜିଲ୍ଳା ଝାଡେଶ୍ୱରପୁର ଏବଂ ନାମ୍ପୋ ଗାଁରେ ଚଢ଼ାଉ କରି ୨୫ କିଲୋରୁ ଅଧିକ ଗଞ୍ଜେଇ, ୩ଶହ ଗ୍ରାମ ବ୍ରାଉନ୍‌ସୁଗର ଓ ୧୪ ବୋତଲ ପଶ୍ଚିମବଙ୍ଗ ରାଜ୍ୟର ମଦ ଜବତ କରିଛି।

ଏହି ଘଟଣାରେ ଝାଡେଶ୍ୱରପୁର ରେସବା ବିବି, ନସିମା ବିବି, ସେକ୍‌ କାଦର ଓ ନାମ୍ପୋ ଗ୍ରାମର ଅନିଲ ପରିଡ଼ାଙ୍କୁ ଗିରଫ କରିଛି।

ଫ୍ଲାଇଂ ସ୍କ୍ୱାର୍ଡ଼ ଇନ୍ସପେକ୍ଟର ଅମରେନ୍ଦ୍ର ଜେନା ଓ ଅବକାରୀ ବିଭାଗ ସବ୍‌ଇନ୍ସପେକ୍ଟର ଅଜୟ ବେହେରାଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା।

Related story