ଭୁବନେଶ୍ୱର: ୪ ହାଇୱେ ଲୁଟେରା ଗିରଫ,୨ ବାଇକ୍‌ ଜବତ୍‌

ଭୁବନେଶ୍ୱର: ଏକ ହାଇୱେ ଲୁଟେରା ଗ୍ୟାଙ୍ଗକୁ ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ। ଆଜି ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ଦୁଇଟି ବାଇକ୍‌କୁ ଜବତ କରିଛି ପୋଲିସ୍। ଏହି ଲୁଟେରା ଗ୍ୟାଙ୍ଗ ବିଳମ୍ବିତ ରାତିରେ ଆକ୍ରମଣ କରି ଲୁଟ୍‌ପାଟ୍‌ କରୁଥିବା ପୋଲିସ ପ୍ରାମାଣ ପାଇଛି। ବାଣୀବିହାରଠାରୁ ରସୁଲଗଡ ମଧ୍ୟରେ ଏହି ଗ୍ୟାଙ୍ଗ ଏକାଧିକ ଲୁଟ କରିଥିବା ଜଣାପଡିଛି। ଗ୍ୟାଙ୍ଗ ପ୍ରାୟ ୧୫ରୁ ଅଧିକ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ପୋଲିସ୍ […]

4 high way lootera (1)_Fotor_Collage

Rakesh Mallick
  • Published: Sunday, 20 March 2016
  • , Updated: 20 March 2016, 03:46 PM IST

ଭୁବନେଶ୍ୱର: ଏକ ହାଇୱେ ଲୁଟେରା ଗ୍ୟାଙ୍ଗକୁ ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ। ଆଜି ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ଦୁଇଟି ବାଇକ୍‌କୁ ଜବତ କରିଛି ପୋଲିସ୍। ଏହି ଲୁଟେରା ଗ୍ୟାଙ୍ଗ ବିଳମ୍ବିତ ରାତିରେ ଆକ୍ରମଣ କରି ଲୁଟ୍‌ପାଟ୍‌ କରୁଥିବା ପୋଲିସ ପ୍ରାମାଣ ପାଇଛି। ବାଣୀବିହାରଠାରୁ ରସୁଲଗଡ ମଧ୍ୟରେ ଏହି ଗ୍ୟାଙ୍ଗ ଏକାଧିକ ଲୁଟ କରିଥିବା ଜଣାପଡିଛି। ଗ୍ୟାଙ୍ଗ ପ୍ରାୟ ୧୫ରୁ ଅଧିକ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ପୋଲିସ୍ ଖୋଜୁଛି।

Related story