୪ ବାଘ ଛାଲ ଜବତ, ୬ ଗିରଫ

ନବରଙ୍ଗପୁର: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରୁ ଆଜି ୪ଟି କଲାରାପତରିଆ ବାଘଛାଲ ସହ ଏକ ଜୀବନ୍ତ ବଜ୍ରକାପ୍ତାକୁ ଜବତ କରିଛି ନବରଙ୍ଗପୁର ବନ ବିଭାଗ। ଏହା ସହ ୬ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୪ଟି ବାଇକ୍ ଓ ୪ଟି ମୋବାଇଲ୍ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନବରଙ୍ଗପୁର ଡିଏଫଓ ସୂଚନା ଦେଇଛନ୍ତି।

tiger-skin

Rakesh Mallick
  • Published: Wednesday, 08 June 2016
  • , Updated: 08 June 2016, 12:33 PM IST

Related story