ନିଖୋଜ ହେବାର ୫ ଦିନ ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ସର୍ଗିଗୁଡ଼ା ପଞ୍ଚାୟତ ଏକଡ଼ାଗୁଡ଼ା ଗାଁର ମନବୋଧ ନାଏକଙ୍କ ଝିଅ ଦୂର ଗତ ୫ ଦିନ ହେବ ନିଖୋଜ ଥିଲେ। ଆଜି ସକାଳେ ବେକରେ ରଶି ଲଗାଯାଇଥିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜୟପାଟଣା ପୋଲିସ୍‌ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।  

dead body

Rakesh Mallick
  • Published: Sunday, 31 July 2016
  • , Updated: 31 July 2016, 12:29 PM IST

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ସର୍ଗିଗୁଡ଼ା ପଞ୍ଚାୟତ ଏକଡ଼ାଗୁଡ଼ା ଗାଁର ମନବୋଧ ନାଏକଙ୍କ ଝିଅ ଦୂର ଗତ ୫ ଦିନ ହେବ ନିଖୋଜ ଥିଲେ। ଆଜି ସକାଳେ ବେକରେ ରଶି ଲଗାଯାଇଥିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଜୟପାଟଣା ପୋଲିସ୍‌ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

 

Related story