ରାଜଗାଙ୍ଗପୁରରୁ ୫ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ

ରାଜଗାଙ୍ଗପୁର: ୫ ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟକୁ ଆଜି ରାଜରାଙ୍ଗପୁର ପୋଲିସ୍ ଗିରଫ କରିଛି। ସେମାନଙ୍କଠାରୁ ୪ଟି ପିସ୍ତଲ, ଗୁଳି, ମୋବାଇଲ, ମୋଟର ସାଇକେଲ୍ ଜବତ କରିଛି। ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରାଣୀପ୍ରିୟା ଗାଁର ଜଣେ ବ୍ୟବସାୟୀଙ୍କଠାରୁ ଦାଦାବଟି ଆଦାୟ କରିବା ଅଭିଯୋଗରେ ପୋଲିସ୍ ସେମାନଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ହତ୍ୟା, ଡକାୟତି, ଦାଦାବଟି ଆଦାୟ ପରି ଗୁରୁତର ଅଭିଯୋଗ ରହିଛି। ସୁନ୍ଦରଗଡ଼ ଓ ରାଉରକେଲା ପୋଲିସ୍ ଅଭିଯୁକ୍ତଙ୍କୁ ମିଳିତ ଭାବେ ଅଭିଯୁକ୍ତଙ୍କୁ ଜେରା […]

handcuffs

Rakesh Mallick
  • Published: Sunday, 01 May 2016
  • , Updated: 01 May 2016, 07:48 AM IST

ରାଜଗାଙ୍ଗପୁର: ୫ ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟକୁ ଆଜି ରାଜରାଙ୍ଗପୁର ପୋଲିସ୍ ଗିରଫ କରିଛି। ସେମାନଙ୍କଠାରୁ ୪ଟି ପିସ୍ତଲ, ଗୁଳି, ମୋବାଇଲ, ମୋଟର ସାଇକେଲ୍ ଜବତ କରିଛି। ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରାଣୀପ୍ରିୟା ଗାଁର ଜଣେ ବ୍ୟବସାୟୀଙ୍କଠାରୁ ଦାଦାବଟି ଆଦାୟ କରିବା ଅଭିଯୋଗରେ ପୋଲିସ୍ ସେମାନଙ୍କୁ ଗିରଫ କରିଛି।

ସେମାନଙ୍କ ବିରୋଧରେ ହତ୍ୟା, ଡକାୟତି, ଦାଦାବଟି ଆଦାୟ ପରି ଗୁରୁତର ଅଭିଯୋଗ ରହିଛି। ସୁନ୍ଦରଗଡ଼ ଓ ରାଉରକେଲା ପୋଲିସ୍ ଅଭିଯୁକ୍ତଙ୍କୁ ମିଳିତ ଭାବେ ଅଭିଯୁକ୍ତଙ୍କୁ ଜେରା କରୁଛନ୍ତି।

Related story